ଆଶ୍ରାମପାଟଣା ବିଜୁପଟ୍ଟନାୟକକଲେଜରେ ଅଣ ଛାତ୍ରଙ୍କ ଆତଙ୍କ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଶ୍ରାମପାଟଣା ବିଜୁପଟ୍ଟନାୟକ କଲେଜରେ ଅଣ ଛାତ୍ରଙ୍କ ମାଡ଼ରେ ଛାତ୍ର ଦେବାଶିଷ ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି l ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି। ଦେବାଶିଷ କ୍ଳାସ୍ କରି ବାହାରୁଥିବା ସମୟରେ ସେଠାରେ ମଦ୍ୟପାନ କରି…