ବରିକେଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପରିବେଶ ସଚେତନତା କାର୍ଯ୍ୟକ୍ରମ।

ପଦ୍ମପୁର:  ପଦ୍ମପୁର ବ୍ଳକ୍ ଅନ୍ତର୍ଗତ ବରିକେଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ ସଭାପତି ତ୍ବ କରି ସଭା ପରିଚାଳନା  କରିଥିଲେ ।ଏହି କାର୍ଯ୍ୟକ୍ରମ ରେ…

ଯୌତୁକ ଦାବୀ କରି ବୋହୁକୁ ମାରିଦେଲେ

ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନଳାଙ୍ଗ ଗ୍ରାମରେ ଯୌତୁକ ପାଇଁ ନବ ଵିଭାହିତା ମହିଳା ଙ୍କୁ ଶଶୁର ହତ୍ୟା କରିଥିବା ଅଭିଯୋଗ ହୋଇଛି Iସୂଚନା ଅନୁଯାଇ ଯାଜପୁର କୁଆଖିଆ ବରଜଙ୍ଗ ଅଂଚଳ ର ଲଷ୍ମୀଧର ଦଳାଇ ଙ୍କ ଝିଅ ପ୍ରିୟଙ୍କା ଦଳାଇ ଗତ ଜୁନ 7 ରେ ବୈଦିକ ରୀତିରେ…

ଭଞ୍ଜନଗର କୋର୍ଟର ନୂତନ କୋଠା ଓ ଜଗନ୍ନାଥପ୍ରସାଦ ଜେଏମ୍‌ଏଫ୍‌ସି କୋର୍ଟ ଆରମ୍ଭ

କାର୍ଯ୍ୟକ୍ରମ ତଦାରଖ ନେଇ ଜିଲ୍ଲା ଜଜ୍‌ଙ୍କ ଗସ୍ତ ଭଞ୍ଜନଗର/ନିଲୁ ବିଷୋୟୀ: ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟର ନୂତନ କୋଠା ନିର୍ମାଣ କରାଯିବ। ଏଥିନେଇ ଜମି ଚିହ୍ନଟ ଠାରୁ ଆରମ୍ଭ କରି ଅର୍ଥ ମଞ୍ଜୁର ହୋଇ ସାରିଥିବା ବେଳେ ଆସନ୍ତା ୩୧ ତାରିଖ ଦିନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ…

ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ସୋଆ ଏବଂ ସିଫା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ଆଇସିଏଆର୍‌-ସେଂଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ରେଶ୍‌ୱାଟର୍ ଆକ୍ୱାକଲ୍‌ଚର୍ (ସିଫା) ମଧ୍ୟରେ ବିଭିନ୍ନ ବିଷୟରେ ଶିକ୍ଷା ପ୍ରଦାନ ଓ ଗବେଷଣା ନିମନ୍ତେ ବୁଧବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ହର୍ବାଲ୍ ବାୟୋମେଡିସିନ୍‌ସ,…

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା

ଭୁବନେଶ୍ୱର : ସୋମବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସସେସ୍‌ରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଉପଲକ୍ଷେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।ଏହି ସମାପନ ଉତ୍ସବରେ ସୋଆର ଉପ-କୁଳପତି ପ୍ରଫେସର…

ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ସହରାଚଂଳ ଉନ୍ନୟନ ସଂସ୍ଥା (ସୁଡା)ର ନୂତନ ୱେବ ପୋର୍ଟାଲ ଉଦ୍‌ଘାଟିତ

ଭୁବନେଶ୍ୱର - ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଆଜି ନଗରଉନ୍ନୟନ ବିଭାଗ ଅଧିନସ୍ଥ ସହରାଚଂଳ ଉନ୍ନୟନ ସଂସ୍ଥା ପରିଦର୍ଶନ କରିଥିଲେ । ଏହି ଅବସରରେ ସହରାଚଂଳ ଉନ୍ନୟନ ସଂସ୍ଥାର ନୂତନ ପୋର୍ଟାଲ ଉଦ୍‌ଘାଟନ କରିବା ସହିତ ସଂସ୍ଥା ତରଫରୁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ଓ…

ମଦ୍ୟପାନ ଯୋଗୁଁ ବର୍ଷକୁ ପୃଥିବୀରେ ୩୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି

PHOTO FROM NET ଭୁବନେଶ୍ୱର : ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏହା ସବୁ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ । ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର…

ଆଶାୟୀ ନିରାଶ, ସୁରେଶଙ୍କ ମୁହଁରେ ହସ

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ଭୁବନେଶ୍ୱର (ଶାସକ ପ୍ରଶାସକ): ଅନ୍ୟ କୌଣସି ବରିଷ୍ଠ ଅଧିକାରୀ ମୁଖ୍ୟ ଶାସନ ସଚିବ ପଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭରସା ଜିତିବାରେ ସକ୍ଷମ ହୋଇନାହାନ୍ତି |  ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ମୁଖ୍ୟ ଶାସନ ସଚିବ ପଦ ପାଇଁ ଦାବିଦାର ଥିବା…

ରାଜ୍ୟ ଯୁବ ବିଜେଡ଼ି ଉପସଭାପତି ହେଲେ ଶୁଭ୍ରଜିତ

ଭୁବନେଶ୍ୱର,(ଶାସକ ପ୍ରଶାସକ): ସାଧାରଣ ନିର୍ବାଚନକୁ ଲକ୍ଷ୍ୟ କରି ବିଜୁ ଜନତା ଦଳ ତାର ବିଭିନ୍ନ ସଂଗଠନକୁ ସୁଦୃଢ କରିବାରେ ଲାଗିଛି । ନିକଟରେ ଯୁବ ସଙ୍ଗଠନକୁ ପୁନର୍ଗଠିତ କରିଥିବ ବେଳେ ଛାତ୍ର ସଙ୍ଗଠନକୁ ନୂଆ ରୂପ ଦେଇଛି ବିଜେଡି | ଯୁବ ଛାତ୍ରଙ୍କୁ ଗୁରୁତ୍ବଦେଇ ସେମାନଙ୍କୁ ସାଙ୍ଗଠନିକ…

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଜଣାଶୁଣା ଛାତ୍ର ନେତା ତଥା ମିକୁ ପ୍ରଧାନଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଯୋଗୁ ତାଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି | ବହୁ ଛାତ୍ର ନେତା ନେତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ମାନେ…