ନୂଆଦିଲ୍ଲୀ : ବିନା ଅନୁମତିରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାମ, ପ୍ରତିଛବି କିମ୍ବା ସ୍ୱର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଶ୍ରୀ ବଚନଙ୍କ ଦ୍ୱାରା ଆଗତ ଏକ ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଆଜି ରାୟ ଦେଇଛନ୍ତି।
ଏହା ନିଃସନ୍ଦେହ ଯେ ଅଭିଯୋଗକାରୀ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଏବଂ ବିଭିନ୍ନ ବିଜ୍ଞାପନରେ ମଧ୍ୟ ପ୍ରତିନିଧିତ୍ୱ କରନ୍ତି | ତାଙ୍କ ବିନାନୁମତିରେ ତାଙ୍କ ସେଲିବ୍ରିଟି ମାନ୍ୟତା ବ୍ୟବହାର କରି ସେମାନଙ୍କ ସାମଗ୍ରୀ ଏବଂ ସେବାକୁ ପ୍ରୋତ୍ସାହିତ କରିବା ବା ବ୍ୟାବସାୟିକ ଅଭିଞରିଦ୍ଧି ପାଇଁ ବ୍ୟବହାର କରାଯିବ ଘଟଣାକୁ ନେଇ ଶ୍ରୀ ବଚନ ଅସନ୍ତୋଷ ପ୍ରକାଶ କରି ଥିବା କାରନାରୀ ତାଙ୍କର ଅନୁମତି ବିନା ଶ୍ରୀ ବଚ୍ଚନଙ୍କ ନାମ, ପ୍ରତିଛବି କିମ୍ବା ସ୍ୱର ବ୍ୟବହାର କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ନାଭିନ୍ ଚାୱଲା ତାଙ୍କ ରାୟରେ କହିଛନ୍ତି |
Sign in
Sign in
Recover your password.
A password will be e-mailed to you.
Prev Post
ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଦୃଢ ଦାବି : ହୀନ ଚକ୍ରାନ୍ତକାରୀଙ୍କୁ କଡ୍ଡା ଜବାବ l
Next Post