କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ: ଭଗୱନ୍ତ ଖୁବା

 ମୁଖ୍ୟମନ୍ତ୍ରୀ ମିଛ କୁହନ୍ତୁ ନାହିଁ କି ତାଙ୍କ ଅଫିସରମାନଙ୍କୁ ମଧ୍ୟ ମିଛ କହିବା ପାଇଁ ବାରଣ କରନ୍ତୁ ସାର ଅଭାବୀ ଖବରକୁ ବିଶ୍ୱାସ ନକରନ୍ତୁ । ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ ଦିଅନ୍ତୁ ନାହିଁ ଭୁବନେଶ୍ୱର: ରାଜ୍ୟ ସରକାର ଯେତେ ପରିମାଣରେ କେନ୍ଦ୍ର ସରକାରଙ୍କୁ ସାର ମାଗିଛନ୍ତି ସେହି…

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ପରିଚାଳନା ନିମନ୍ତେ 563 ନୁଆ ପଦବୀ ସୃଷ୍ଟି. ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ…

ମହାନଦୀ ଜଳ ବିବାଦ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ…

ହେମନ୍ତ ଥିଲେ ବୋଲି ମିଳିଲା ନୂଆ ଜୀବନ : ସାବାସ

ନାଗାବଳୀ ନଦୀର ପ୍ରଖୋର ଜଳ ସ୍ରୋତରୁ ସହସିକତାର ସହ ଗୋଟିଏ ଜୀବନ ବଂଚାଇ ପ୍ରଶଂସା ସାଉଁଟିଛନ୍ତି ଆଗ୍ନିକ ହେମନ୍ତ କୁମାର ସେଠୀ ରାୟଗଡ(ସରୋଜ ସାହୁ) : ରାୟଗଡ ସହରର ଉପକଣ୍ଠରେ ବହିଯାଉଥିବା ଖରସ୍ରୋତା ନଦୀ ନାଗାବଳୀର ପ୍ରଖୋର ଜଳ ସ୍ରୋତରେ ଫସିରହିଥିବା ଆନ୍ଧ୍ର ପ୍ରଦେଶ ଏଲୁରୁ ସହରର…

ସରକାରୀକୃତ ବନ୍ୟା ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ବନ୍ୟା ଦୁର୍ଦ୍ଦଶା ଭିତରକୁ ଠେଲିଦେଲା : ଶରତ ପଟ୍ଟନାୟକ

ଅପରିଣାମଦର୍ଶୀ ସରକାର, ଖାଲି ଚାଲିଛି ସହାୟତାର ମିଛ ପ୍ରଚାର  ୨୩ ବର୍ଷର ସରକାର ବନ୍ୟା ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ  ବନ୍ୟାରେ ଲୋକ ଭାସିଗଲେ, ସରକାରଙ୍କ ଜିରୋ କାଜ୍ୟୁଆଲଟି ମିଛ ଗପ  ସତ ସାହାସ ଥିଲେ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ ଭୁବନେଶ୍ୱର  : ରାଜ୍ୟରେ ଦେଖା…

ଲୋକଙ୍କ ହିତପାଇଁ ହେଉଥିବା କାମକୁ ବନ୍ଦ କରୁଛି କିଏ

ପଦ୍ମପୁର-ପଦ୍ମପୁର ସହରର ହସପିଟାଲ ରାସ୍ତା ଏମ ଆଇ ଅଫିସ ସମ୍ମୁଖରେ ରାସ୍ତାରେ ଗାତ ହୋଇ ବର୍ଷା ପାଣି ଜମା ହେଉଥିଲା । ଫଳରେ ଯିବା ଆସିବା ସମୟରେ ଲୋକମାନେ ବହୁ ହଇରାଣ ହେଉଥିଲେ । ଲୋକମାନେ ଦୁର୍ଘଟଣା ମଧ୍ୟ ହୋଇଥିବା ଦେଖିବାକୁ ମିଲିଥିଲା । ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ…

ଗୁରାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଚକ୍ଷୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩୭ ତମ ଜାତୀୟ ଚକ୍ଷୁଦାନ ପକ୍ଷ (୨୫ ଅଗଷ୍ଟ ଠାରୁ ୮ ସେପ୍ଟେମ୍ବର-୨୦୨୨) ଅବସରରେ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଫରେଷ୍ଟ ଛକ ଠାରେ ଥିବା ବୃଦ୍ଧାଶ୍ରମ “ଆଶ୍ରା”ର ଅନ୍ତେବାସୀଙ୍କ ନିମନ୍ତେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ…

ଏବିପିଏସ୍‍ ଭୁବନେଶ୍ୱରରେ କ୍ରୀଡା ଓ ଫିଟ୍‍ନେସ୍‍ ସପ୍ତାହ ପାଳନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ମଧ୍ୟରେ ଶାରୀରିକ କାର୍ଯ୍ୟକଳାପ ଏବଂ କ୍ରୀଡାକୁ ସଂସ୍ଥାପିତ କରିବା ନିମନ୍ତେ ସେମାନଙ୍କୁ ଉତ୍ସାହିତ କରିବାକୁ ଆଦିତ୍ୟ ବିର୍ଲା ପବ୍ଲକ ସ୍କୁଲ, ଭୁବନେଶ୍ୱର ୨୦୨୨ ଅଗଷ୍ଟ ୨୩ରେ ‘ହମ୍‍ ଫିଟ୍‍ ତୋ ଇଣ୍ଡିଆ ଫିଟ୍‍’ ଶୀର୍ଷକରେ…

ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁ ଲୁହାଣ : ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ଥାନାରେ ଅଭିଯୋଗ,

ଶିକ୍ଷକଙ୍କ ବହିଷ୍କାର ଗ୍ରାମବାସୀଙ୍କ ଦାବୀ, ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଇଓ ପହଞ୍ଚି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶୃତି ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି…

ଈଶ୍ୱର ଚନ୍ଦ୍ର ନାୟକ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ ଜଣାଇଲେ ଶୁଭେଚ୍ଛା ଭୁବନେଶ୍ୱର : ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କଠାରୁ ଓଡ଼ିଶାର ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ଜାତୀୟ ଶିକ୍ଷକ ପୁରସ୍କାର ପାଇବେ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଓ…