ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭଵନ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଅଛି l ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ…

ପବିତ୍ର ଗୁରୁଦିବସ ଉପଲକ୍ଷେ ମୁଦୁପୁର ପଞ୍ଚାୟତ ତରଫରୁ ଶତାଧିକ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ:ଡ଼ଃ.ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମ ଦିବସ କୁ ସମଗ୍ର ଦେଶରେ ଗୁରୁଦିବସ ରୂପେ ପାଳନ କରାଯାଉଥିବା ବେଳେ ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ପକ୍ଷରୁ ଭିନ୍ନ ଢଙ୍ଗ ରେ ଗୁରୁ ଦିବସ ପାଳନ କରାଯାଇଛି | ପଞ୍ଚାୟତ ର ଯୁବ ପ୍ରତିଭା ମନେ ସ୍ଥାନୀୟ ଶ୍ରୀ ଶ୍ରୀ…

ଗୁରୁ ଦିବସ ପାଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ:  ପୂଜ୍ୟପୂଜା ପରମ୍ପରା ତଥା ଗୁରୁଶିଶ୍ୟ ଅତୁଟ ସମ୍ପର୍କର ଦିନଟିଏ ଗୁରୁ ଦିବସ । ଆଜି ଏଥିପାଇଁ ପଲ୍ଲୀ ଠାରୁ ସହର ସବୁ ଶିକ୍ଷାନୁଷ୍ଠାନରେ ପାଳିତ ହେଉଛି ଗୁରୁ ଦିବସ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ମହାସମାରୋହ ଆନନ୍ଦ…

ସଚେତନତା ହିଁ ରୋକିବ ବାଲ୍ୟବିବାହ

ନବରଙ୍ଗପୁର/ଅଶୋକ ସାହୁ : ବାଲ୍ୟବିବାହ ନିଷେଧ , ଶିଶୁ ଅପରାଧ , ଘରୋଇ ହିଂସା ଓ ଲିଙ୍ଗ ଭିତ୍ତିକ ହିଂସା ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗ୍ରାମରେ ସଚେତନତା କରିବା ଉଦ୍ଦେଶ୍ୟରେ…

ସରସ୍ୱତୀ ଶିଶୁ ମନ୍ଦିର, ନବରଙ୍ଗପୁର ଠାରେ ଗୁରୁଦିବସ ପାଳିତ

ନବରଙ୍ଗପୁରରୁ ଜିଲ୍ଲା ପ୍ରଥିନିଧି ଅଶୋକ ସାହୁ: ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ଗୁରୁ ଦିବସ ବଡ ଧୁମଧାମରେ ପାଳିତ ହୋଇଯାଇଛି. ସହର ମଧ୍ୟସ୍ଥ ଦାରୁବନ୍ଧସାହି ଠାରେ ଥିବା ସରସ୍ଵତୀ ଶିଶୁ ମନ୍ଦିରରେ ପବିତ୍ର ଗୁରୁ ଦିବସ ଉତ୍ସବ ଏକ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ପାଳିତ…

ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ଭଞ୍ଜନଗର : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଜନ ସାଧାରଣ ମାନଙ୍କର ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ 7ଟି ପତ୍ର ଉପଜିଲ୍ଲାପାଳ ଶ୍ରୀ…

ଚାଷ ଜମି ଫାଟି ଆଁ : ଚାଷୀଙ୍କ ମୁଣ୍ଡରେ ହାତ

ଖୋର୍ଦ୍ଧା :( ସେକ କୌଶର) ଚିଲିକା ବାଲୁଗାଁ ଅଧିନସ୍ଥ ସୀଙ୍ଗେଶ୍ୱର ଗ୍ରାମ ପଞ୍ଚାୟତ ର ଅଧିକାଂଶ ଜମି ଶୁଖି ଫାଟି ପଡିଛି |ଏଠାକାର ଜମି ଗୁଡିକରେ ସାଧାରଣତଃ ଜଳ ସେଚନର ବ୍ୟବସ୍ଥା ନାହିଁ କିମ୍ବା କେନାଲ ପାଣି ସୁବିଧା ନାହିଁ! ଏଠାକାର ଚାଷୀ ପ୍ରାୟତଃ ଆକାଶ ପାଣିକୁ ଚାହିଁ ବସି ଥାନ୍ତି! କେତେ…

ବ୍ଲକ୍ ସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା

ବରଗଡ଼- ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ବରଗଡ଼ ବ୍ଲକ୍ ସ୍ତରୀୟ କୌତୁକ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ବରଗଡ଼ ବ୍ଲକ ବରିଷ୍ଠ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼…

ସମାଜ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା…

 ଗୁରୁଦିବସ ଉତ୍ସବ ଅବସରରେ ଗୁରୁପୂଜା ଓ ଶିକ୍ଷକ ଗୌରବ ସମ୍ମାନ କାର୍ଯ୍ୟକ୍ରମ : ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର 240 ଜଣ ଗୁରୁ ସମ୍ବର୍ଦ୍ଧିତ l (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ପୂର୍ବତନ ମନ୍ତ୍ରୀ ତଥା 7ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ବିଧାୟକ ପ୍ରତାପ ଜେନାଙ୍କ…

ଗୁରୁ ଦିବସ ଉପଲକ୍ଷେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ।

ବାଲେଶ୍ଵର, ସିମୁଳିଆ (ଅକ୍ଷୟ କୁମାର ଜେନା): ସର୍ଵ ପଲ୍ଲୀ ରାଧାକ୍ରୀଷ୍ଣ ଙ୍କ ଜୟନ୍ତୀ ଏବଂ ଗୁରୁ ଦିବସ ଉପଲକ୍ଷେ ଏକ ଗଣ ଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଟକଣା ଯୋଗୁଁ ତିନି ବର୍ଷ ଧରି ବନ୍ଦ ରହିଥିବା ଗଣ ଦୌଡ ଆଜି ଭାରତ ସେବାନିଧୀ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ର।ମବିନ୍ଧା ରୟାଲ୍…