ଇସ୍ପାତ ସହରର ଗୋଟିଏ ପାଖ ଚମକୁଥିବା ବେଳେ ଅନ୍ୟ ପାଖଟି ଫିକା ପଡିଛି
ପ୍ରଶାସନର ଆଡ ନଜରରେ ଦକ୍ଷିଣ ରାଉରକେଲା ଓ ଏହାର ସନ୍ତାପିତ ଅଧିବାସୀ
ରାଉରକେଲା(ବସନ୍ତ କୁମାର ଜେନା ): ଆସନ୍ତା ଜାନୁଆରୀ ମାସରେ ହକି ବିଶ୍ବକପକୁ ନେଇ ରାଉରକେଲା ଇସ୍ପାତ ସହର ଏବେ ନବବଧୂ ପରି ସଜେଇ ହେଉଛି। ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ନିର୍ମାଣ ସହ ସହରର ଆନୁସଙ୍ଗିକ ବ୍ୟବସ୍ଥା ଯଥା -…