କପସିପାଲି ଠାରେ ପ୍ରଥମ କରି ମହାଲକ୍ଷ୍ମୀପୂଜା ଆୟୋଜିତ:ଲକ୍ଷ୍ମୀପୂଜା ପାଇଁ ଅଞ୍ଚଳ ଉତ୍ସବମୁଖର
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଠାରେ ପ୍ରଥମ ବର୍ଷ ମହାଲକ୍ଷ୍ମୀପୂଜା ଆୟୋଜିତ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଅତି ଆକର୍ଷଣୀୟ ଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ହରିଜନ ମହିଳା ଘଣ୍ଟ, ଶଙ୍ଖ, କୀର୍ତ୍ତନ ବାଦ୍ୟର ପାରମ୍ପାରିକ…