ବଙ୍ଗୋପ ସାଗରରେ ପୁଣି ଲଘୁଚାପ ସମ୍ଭାବନା, ଆସନ୍ତା ସପ୍ତାହରେ ବର୍ଷା

ଭୁବନେଶ୍ୱର: ଉତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର…

ତାରକାମାନେ ଆପଣଙ୍କୁ ସ୍ୱାଗତ କରୁଛନ୍ତି : ଅନେକ ଗୁଡ଼ିଏ ସରପ୍ରାଇଜ୍ ସହିତ ଆଜିଓ ଅଲ ଷ୍ଟାର ସେଲ୍ ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଆଜିଓ ଅନେକ ଗୁଡ଼ିଏ ତାରକା ଖଚିତ ଅଫରକୁ ନେଇ ଆସିଛି ଏବଂ ଏଥିରେ ରହିଛି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଷ୍ଟାର ବ୍ରାଣ୍ଡ୍ ସମୂହ । ଏଥିରେ ଥିବା କଲେକ୍ସନ ଓ ଅତୁଳନୀୟ ଡିଲ୍ ବେଶ ଆକର୍ଷଣୀୟ ରହିଛି । ଆଜିଓ ଅଲ୍ ଷ୍ଟାର ସେଲ୍ ଏବେ…

ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଚ୍‌) ଭାବେ ନିଯୁକ୍ତି

ଭୁବନେଶ୍ୱର: ମୁମ୍ବାଇ ଇଣ୍ଡିଆନ୍‌ସ ପକ୍ଷରୁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟ୍ ଖେଳାଳି ତଥା ରେକର୍ଡଧାରୀ ୱିକେଟ ରକ୍ଷକ ମାର୍କ ବାଉଚରଙ୍କୁ ମୁଖ୍ୟ ପ୍ରଶିକ୍ଷକ (କୋଟ୍‌) ଭାବେ ନିଯୁକ୍ତ କରାଯାଇଛି । ତାଙ୍କ କାର୍ଯ୍ୟକାଳ ଆଇପିଏଲ୍ ୨୦୨୩ରୁ ଆରମ୍ଭ ହେବ ।ଜଣେ ୱିକେଟ୍ ରକ୍ଷକ,…

କଲ୍ୟାଣସିଂହପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଗୃହରେ ଅହିଂସା ରଥକୁ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକକୁ ଚଳିତ ମାସ ୧୭ତାରିଖରେ ଆସୁଥିବା ଅହିଂସା ରଥକୁ ସ୍ୱାଗତ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ରସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।ଏଥିରେ ସମିତି ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦୁଇ ବାଇକ ମୁହା ମୁଁହି ଧ୍ଵକ୍କାରେ ଦୁଇ ଜଣ ଗୁରୁତର।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଡାକବଙ୍ଗଳା ଠାରେ ଦୁଇ ବାଇକ ମୁହା ମୁହି ଧ୍ଵକ୍କାରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ପାରସାଲି ପଞ୍ଚାୟତର ଗୁମା ଗାଁ ର ତିନିଜଣ ସିକକା ମିଶ୍ର , ଓ କାଡ୍ରାକା ମୁକୁଲି ସହ କର୍ଷିକା ପିଣ୍ଟୁ,…

ପ୍ରଶିକ୍ଷଣ ତଥା ନିଯୁକ୍ତି ମେଳା ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପରିସରରେ ଓଡିଶା ଜୀବିକା ମିଶନ ସଂଯୋଜନା ରେ ଦିନ୍ ଦୟାଲ ଉପାଧ୍ୟାୟ - ଗ୍ରାମୀଣ କୌଶଳ ଯୋଜନା ଅଧୀନରେ ଏକ ପ୍ରଶିକ୍ଷଣ ତଥା ନିଯୁକ୍ତି କର୍ମଶାଳା ଆୟୋଜନ ହୋଇଯାଇଅଛି | ଏହି ମେଳା ରେ ମୋଟ ୨୫୦ ଜଣ ରୁ ଉର୍ଦ୍ଧ ଯୁବକ…

ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପରିଚାଳନା ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ଭବନର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନାର ବୈଠକ ବ୍ରହ୍ମପୁର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁଙ୍କ…

ଆମ୍ ଆଦମୀ ପାର୍ଟି , ଜିଲ୍ଳା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି , ଗଜପତି ଜିଲ୍ଳା କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଆପ୍ ରାଜ୍ୟ ଉପସଭାପତି ତଥା ଗଜପତି…

ରାଇଘର ବ୍ଲକ ରେ ଫୁଟିଲା ଗୁଳି

ଉମରକୋଟ /ଜିତେନ୍ଦ୍ର ମହାନ୍ତି: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଫୁଟିଲା ଗୁଳି | ରାଇଘର ବ୍ଲକ ସୋନପୁର ଓ ରେଙ୍ଗାଭାଟି ରାସ୍ତା ରେ ଏକ ନୀଳଗିରି ଜଙ୍ଗଲ ନିକଟ ରାସ୍ତାରେ ଜଣେ ଯୁବକ ଙ୍କୁ ଗୁଳି ମାଡ଼ କରଯାଇଛି । ଯୁବକ ଯୁବକ ଜଣକ ହେଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଭୂତବେଡ଼ା ଗ୍ରାମର…

ବିବାଦୀୟ ଶବକୁ ନେଇ ବିଶ୍ଵ ହିନ୍ଦୁ ପରିଷଦର ସାମ୍ବାଦିକ ସମ୍ମିଳନୀ।

ଉମରକୋଟ/ଜିତେନ୍ଦ୍ର ମହାନ୍ତି- ବିବାଦୀୟ ଶବ ସଂସ୍କାରକୁ ନେଇ ଉମରକୋଟରେ ରାସ୍ତାରୋକ ଏବଂ ରାସ୍ତାରୋକକୁ ହଟାଇବା ପାଇଁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସହରର ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଡକା…