ଶ୍ୟାମ ଷ୍ଟିଲ୍ ପ୍ରଚଳନ କରୁଛି ଜି ହଜୁର୍; ସମସ୍ତ ନିର୍ମାଣ ସାମଗ୍ରୀ ସଂଗ୍ରହ ନିମନ୍ତେ ଏକ ବି୨ବି ବଜାରସ୍ଥଳ
ଭୁବନେଶ୍ୱର: ପ୍ରାଇମେରୀ ଟିଏମ୍ଟି ବାର୍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ୍ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ‘ଜିହଜୁର୍’ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି । ସମସ୍ତ ପ୍ରକାର ନିର୍ମାଣ ସାମଗ୍ରୀ ଏବଂ ସେବା ଗୋଟିଏ…