ଜଗତସିଂହପୁର ସାଂସ୍କୃତିକ ପରିଷଦ ପୁସ୍ତକମେଳା ନିମନ୍ତେ ସ୍ମରଣିକା କମିଟି ବୈଠକ ଅନୁଷ୍ଠିତ
ଜଗତସିଂହପୁର/ସୁମନ୍ତକୁମାରଦାସ
ଜଗତସିଂହପୁର ସାଂସ୍କୃତିକ ପରିଷଦ ଦ୍ବାରା ଆହୋଜିତ ପୁସ୍ତକ ମେଳା ୨୦୨୩ ନିମନ୍ତେ ସ୍ମରଣିକା କମିଟି ବୈଠକ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ନିଷ୍ପତି ଅନୁଯାୟୀ ଜଗତସିଂହପୁର…