ମଶା ଉତ୍ପାତରୁ କେବେ ମିଳିବ ମୁକ୍ତି, ଜବାବ ଦିଅନ୍ତୁ ବିଏମସି କର୍ତ୍ତୃପକ୍ଷ- କଂଗ୍ରେସ
ଭୁବନେଶ୍ୱର: ମଶାର ପ୍ରାଦୁର୍ଭାବରେ ରାଜଧାନୀ ବାସି ହନ୍ତସନ୍ତ ହେଉଥିବା ବେଳେ ରାଜଧାନୀରେ ମଶା ଉତ୍ପାତ ସଂକ୍ରାନ୍ତରେ ଭୁବନେଶ୍ୱର ମହାନଗରନିଗମ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା । ମଶା ନିୟନ୍ତ୍ରଣ…