ବିଦ୍ୟୁତ୍ ଆଘାତରେ ନାବାଳକର ଲିଭିଗଲା ଜୀବନ ଦୀପ
ବିଦ୍ୟୁତ୍ ଆଘାତରେ ନାବାଳକ ର ଲିଭିଗଲା ଜୀବନ ଦୀପ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ବେଲଗାଁ ଥାନା ଅନ୍ତର୍ଗତ ଧୋବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅତି ଖୁସିରେ ଗଣେଶ ପୂଜା ମଣ୍ଡପ ତୋରଣ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପି ସୁଧାଂଶୁ ପାତ୍ର ନାମକ ଜଣେ!-->…