ଦୁଇ ଘଣ୍ଟା ମଧ୍ଯରେ ଡକାୟତି ମାମଲାର ସଫଳ ପର୍ଦ୍ଦାଫାସ

ଲୁଟ ହୋଇଥିବା ରୁ. ୫,୦୦,୦୦୦ /- ଉଦ୍ଧାର , ଦୁଇ ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ଗିରଫ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଡେଲ ଥାନା , ପାରଳାଖେମୁଣ୍ଡି ପୋଲିସ ଏକ ଡକାୟତି ମାମଲାକୁ ଘଟଣାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସଫଳତାର ସହ ପର୍ଦ୍ଦାଫାସ କରି ଲୁଟ ହୋଇଥିବା ର…

ବରିଷ୍ଠ କଳାକାର ସଂଘ ପକ୍ଷରୁ ବନ୍ଧୁତା ଦିବସ ପାଳିତ ।

ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଫୁଲଟା ନାରାୟଣୀ ମନ୍ଦିର ପରିସରରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…

ଡେରାବିଶ ପୋଲିସର ସଫଳତା: ଘରୁ ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ ।

କେନ୍ଦ୍ରାପଡା:02/08(ପ୍ରଫୁଲ୍ଲ କୁମାର ମଲ୍ଲ) ଗତ କିଛି ଦିନ ତଳେ ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଅଞ୍ଚଳରେ ଘଟିଥିବା ଏକ ଘରୁ ଚୋରି ଘଟଣାରେ ଡେରାବିଶ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର, ତା ୦୧.୦୮.୨୦୨୬ ରିଖ: ଜିଲ୍ଲାରେ ଚଳିତ ଲଗାଣ ବର୍ଷା ସହ ମହାନଦୀ , ଦେବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ କୃଷି କ୍ଷେତ୍ର ଜଳ ପ୍ଳାବିତ ହୋଇଅଛି। ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ଜିଲ୍ଲାପାଳଶ୍ରୀ ଜେ…

ଦୁଇ ବାଇକ ମୁହାଁମୁହିଁ ଧକ୍କା, ପୋଲିସ ଏଏସଆଇଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ହାଡ଼ଭାଙ୍ଗି ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ପୋଲିସ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଏଏସଆଇ ମନୋଜ ପାଢ଼ୀ ଙ୍କ ମୃତ୍ୟୁ ଘଟିଛି।ସୁଚନା ଅନୁଯାୟୀ, ଏଏସଆଇ ମନୋଜ ପାଢ଼ୀ ବାଇକ୍ ଯୋଗେ ଗୁଣୁପୁର…

“ଶବ୍ଦ ନିଶବ୍ଦର” ଉନ୍ମୋଚିତ

ନବରଙ୍ଗପୁର ସହର ମଧ୍ୟସ୍ଥ ସିଦ୍ଧି ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ମଧ୍ୟରେ ଶତାଧିକ ସାହିତ୍ୟ ପ୍ରେମୀ ଙ୍କ ଉପସ୍ଥିତିରେ କବି ପର୍ଶୁରାମ ସାହୁ ଙ୍କ କବିତା ପୁସ୍ତକ "ଶବ୍ଦ ନିଶବ୍ଦର" ଉନ୍ମୋଚନ ହୋଇ ଯାଇଛି। ସିଦ୍ଧି ବିନାୟକ ଙ୍କ ନିକଟରେ ଦୀପ ପ୍ରଜ୍ଜଳନ କରାଯିବା ସହ ଅତିଥି ଙ୍କୁ…

ମଧ୍ୟାହ୍ନ ଭୋଜନ ପାଚିକା – ସହାୟିକା ଙ୍କର ପ୍ରଶିକ୍ଷଣ ତାଲିମ ଶିବିର

ବାଣପୁର:(ସେକ୍ କୌସର):ସ୍ଥାନୀୟ ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ -୨ ଠାରେ ପି ଏମ ପୋଷଣ, ଡିପାର୍ଟମେଣ୍ଟ ଭୁବନେଶ୍ୱର ଙ୍କର ନିର୍ଦ୍ଧେଶ ଅନୁଯାୟୀ ଓ ଖୋର୍ଦ୍ଧା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ, ବାଣପୁର ଙ୍କ ନିର୍ଦ୍ଧେଶ ଅନୁଯାୟୀ ୩୪୨ ଜଣ ମଧ୍ୟାହ୍ନ ଭୋଜନ ୩୪୨ ପାଚିକା -…

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ନୂତନ ଡିଟିଆର ପ୍ରକଳ୍ପ ସହ ବଲାଙ୍ଗିର ଜିଲ୍ଲାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼…

ବିଦ୍ୟୁତ୍ ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ୪.୧୫ କୋଟି ଟଙ୍କାରୁ ଅଧିକ ବିନିଯୋଗ। ୨୮ଟିନୂତନ ଡିଟିଆର୍ (ବିତରଣ ଟ୍ରାନ୍ସଫର୍ମର୍) ପ୍ରକଳ୍ପ ମାଧ୍ୟମରେ ୬,୮୦୦ କେ.ଭି.ଏ ଅତିରିକ୍ତ କ୍ଷମତା ସୃଷ୍ଟି । ପ୍ରାୟ ୧୧,୦୦୦ ଉପଭୋକ୍ତା ପାଇବେ ଉନ୍ନତ ଭୋଲଟେଜ୍ ଓ ଅଧିକ…

“ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ”

ବାଣପୁର:(ସେକ୍ କୌସର):-ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ, ଓଡିଶା ଏବଂ ମାଇଁ ଭାରତ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ,ଭାରତ ସରକାରଙ୍କ ମିଳିତ ସହଯୋଗରେ ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲିଟଲ ଫ୍ଲାୱାର ପବ୍ଲିକ ସ୍କୁଲ,ପରିସରରେ ବିକଶିତ ଭାରତ ପାଇଁ…

ଗୋଷାଣୀ ବ୍ଲକର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ କୁମାର ପାତ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର…