ବେଦାନ୍ତ ଆଲୁମିନିୟମର ବେଦକ୍ଷତା ପଦକ୍ଷେପ ମାଧ୍ଯମରେ ଝାରସୁଗୁଡ଼ାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ପ୍ରଯୁକ୍ତି…

କମ୍ପାନୀର ଦକ୍ଷତା ବିକାଶ ପଦକ୍ଷେପର ସଦ୍ୟତମ ପ୍ରଶିକ୍ଷାର୍ଥୀ ବ୍ୟାଚ୍‌ର ଯୁବକ-ଯୁବତୀମାନେ ଟାଟା ଇଲେକ୍ଟ୍ରୋନିକ୍ସ, ଫକ୍ସକନ୍ ଏବଂ ଡିକ୍ସନ୍ ଟେକ୍ନୋଲୋଜିଜ୍‌ ଭଳି ପ୍ରମୁଖ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଏହା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ବଢ଼ୁଥିବା ସଫଳତାକୁ ପ୍ରତିଫଳିତ କରୁଛି।

ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ସଦରମହକୁମାସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଭେଙ୍କଟେଶ୍ୱର ସ୍ନାତକ ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ପକ୍ଷରୁ ଉଦବୋଧନୀ ଓ ତୃତୀୟ ପର୍ଯ୍ୟାୟ ବୃକ୍ଷରୋପଣ

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ଏଆଇସିଟିଇ ପକ୍ଷରୁ ‘ଅଟଳ ବାଣୀ’ର ଦୁଇଦିନିଆ ଜାତୀୟ ସମ୍ମିଳନୀ

ଡିଜିଟାଲ ବ୍ୟବସ୍ଥା ର ସୁରକ୍ଷିତ ପାଇ ଏ ଆଇ ର ଭୂମିକା ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏ ଆଇ ସି ଟି ଇ) ପକ୍ଷରୁ ‘ଅଟଳ ବାଣୀ’ (ଭାରତୀୟ ଭାଷାର ବିକାଶ, ସଂରକ୍ଷଣ ଓ ସମୃଦ୍ଧି ପାଇଁ ସକ୍ରିୟ

ହିଣ୍ଡାଲ୍‌କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣିରେ ମିଳିଲା ପ୍ରବଳ ଜନ ସମର୍ଥନ

ହେମଗିର/ସୁନ୍ଦରଗଡ : ମେସର୍ସ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ପ୍ରସ୍ତାବିତ ମୀନାକ୍ଷୀ କୋଇଲା ଖଣି ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣି ହେମଗିର ବ୍ଲକ୍‌ର କିରିପସିରା ଗ୍ରାମରେ ଶୁକ୍ରବାର (ସେପ୍ଟେମ୍ବର ୧୧)ରେ ଅନୁଷ୍ଠିତ ହୋଇଥିବାବେଳେ ଏହାକୁ ସ୍ଥାନୀୟ ଗ୍ରାମବାସୀ, ପଞ୍ଚାୟତିରାଜ

ସଂଶୋଧିତ ଏମ୍‌ଏମ୍‌ଡିଆର୍ ଆଇନ-୨୦୨୬କୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି ବିରୋଧୀ ଦଳ: ଅମର ପଟ୍ଟନାୟକ

 ପୂର୍ବ ସରକାର ମାଇନିଙ୍ଗ ସେକ୍ଟରର ଉନ୍ନତି ପାଇଁ କିଛି କରିନଥିଲେ ସୁନା ଅଣ୍ଡା ଦେଉଥିବା କୁକୁଡାକୁ ମାରି ଦେବା ଭଳି ବିଜେଡି ସରକାର ଖଣି ଏବଂ ଖଣିଜ ସଂପଦ କ୍ଷେତ୍ରକୁ ବ୍ୟବହାର କରି ହରିଲୁଟ କରିଥିଲା ରାଜ୍ୟର କ୍ଷମତା ହ୍ରାସ ହେବା, ସଂଘୀୟ ବ୍ୟବସ୍ଥା କୁଠାରଘାତ ହେବା, ରାଜ୍ୟର

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନେସ୍ଥେସିଆ ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନେସ୍ଥେସିଓଲୋଜିଷ୍ଟସ (ଆଇଏସ୍‌ଏ) ଭୁବନେଶ୍ୱର ଶାଖାର ମିଳିତ ଉଦ୍ୟମରେ ବିଶ୍ୱ

ଏସ୍‌ସିବିରେ ପୁଣି ହେବ ଲିଭର ପ୍ରତିରୋପଣ: ୫ ରୋଗୀଙ୍କୁ ସ୍କ୍ରିନିଂ, ଦୁଇ ଜଣଙ୍କ ପାଇଁ ଡୋନର୍ ଚୂଡ଼ାନ୍ତ

କଟକ, ୧୧/୦୯: ଏସ୍‌ସିବି ମେଡିକାଲରେ ଦୁଇ ବର୍ଷ ହେବ ବନ୍ଦ ରହିଥିବା ଲିଭର୍ ପ୍ରତିରୋପଣ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଚେନ୍ନାଇର ଏମ୍‌ଜିଏମ୍ ଇନଷ୍ଟିଚ୍ୟୁଟ୍‌ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ

ଦୁର୍ଗାପୂଜା ପାଇଁ (Single Window System) ଏକକ ବାତାୟନ ବ୍ୟବସ୍ଥା

କଟକ, ୧୧/୦୯: ଆସନ୍ତା ଦୁର୍ଗାପୂଜା-୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକକ ବାତାୟନ ବ୍ୟବସ୍ଥା (Single Window System) କାର୍ଯ୍ୟକ୍ଷମ କରାଯିବ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି

ପରୀକ୍ଷା ଫଳକୁ ନେଇ ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

କଲେଜ ଗେଟ୍‌ରେ ତାଲା, ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଯୁକ୍ତ ତିନି (+3) ସେମିଷ୍ଟାର ପରୀକ୍ଷା ଫଳାଫଳକୁ ନେଇ ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ! ଖାତା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ଆଣି ସାବିତ୍ରୀ ମହିଳା ମହାବିଦ୍ୟାଳୟ

ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଆସ୍କା ଥାନା ଅନ୍ତର୍ଗତ ଖଡଭାଗ ଗ୍ରାମର ଅହଲ୍ୟା ଗୌଡ଼ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ ଫୁଲ ଗଛରୁ ଫୁଲ ତୋଳିବା ଦୃତ ଗତିରେ ଆସୁଥିବା ଏକ ଟ୍ରକ ପ୍ରଥମେ ଗୋଟିଏ କାର୍ କୁ ବାଡ଼େଇ ପରେ ଭାରସାମ୍ୟ