ନାଁକୁ ଉପଖଣ୍ଡ ଚିକିତ୍ସାଳୟ : ରୋଗୀସେବା ଏଠି ପ୍ରହସନ
୨୯ ରୁ ୪ ଡାକ୍ତର,୨୮ ରୁ ୬ ଷ୍ଟାଫ୍ ନର୍ସ ଙ୍କୁ ନେଇ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ
ଜରୁରୀ ସେବା ଯୋଗାଇବାରେ ଡାକ୍ତର ଅସମର୍ଥ
କାମାକ୍ଷାନଗର - କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ୨୯ ରୁ ୪ ଜଣ ଡ଼ାକ୍ତର ରହିଥିବା ବେଳେ ୨୮ ଜଣ ରୁ ୬ ଜଣ ଷ୍ଟାଫ ନର୍ସ ରହିଥିବା ବେଳେ…