ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତ :୧୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ
"ଅନୁଗୁଳ ସେବା ଓ ସଂଗ୍ରାମର ଭୂମି"
୩୫୦ କୋଟିରେ ଦୁଇଟି ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ମିଶନ ଶକ୍ତି ମା ମାନଙ୍କୁ ୨୪୨ କୋଟି ଟଙ୍କା, ୭୫ ହଜାର ମହିଳା ଉପକୃତ
ମିଶନ ଶକ୍ତି ମା ମାନଙ୍କ ସଫଳତା ମୋତେ ଆନନ୍ଦ ଦେଇଛି - ମୁଖ୍ୟମନ୍ତ୍ରୀ
…