ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପର ବେଲ୍ଟ କନଭେୟର ଲାଇନ ବନ୍ଦ ହେବାରୁ ଚିନ୍ତାରେ ସ୍ଥାନୀୟ ଲୋକେ: .ପ୍ରକଳ୍ପ…
ରାୟଗଡା : କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ସହ ସଂଯୁକ୍ତ ବେଲ୍ଟ କନଭେୟର ଲାଇନକୁ ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ବନ୍ଦ କରାଯାଇଥିବା ନେଇ ସୂଚନା ସ୍ଥାନୀୟ ଗ୍ରାମବାସୀଙ୍କୁ ଚିନ୍ତିତ କରିଛି ।
ସମ୍ପ୍ରତି ପରିସ୍ଥିତିରେ ସଡ଼କ ପଥରେ ବକ୍ସାଇଟ ପରିବହନ ପାଇଁ ଯୋଜନା ବିଚାରାଧୀନ ଥିବା…