ଆଦର୍ଶ ସ୍ନାତକ କଲେଜ୍ ରେ ବନ ମହୋତ୍ସବ ପାଳିତ
ନବରଙ୍ଗପୁର/ ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଅମ୍ବା ଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଅଛି। ପ୍ରଥମ ଜୁଲାଇ ରୁ ଆରମ୍ଭ କରି ସାତଦିନ ବ୍ୟାପୀ ବନ ମହୋତ୍ସବ ସପ୍ତାହ ସାରା ଭାରତ ରେ ପାଳନ କରା…