ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ : ପାଳନ ହୋଇ ପାରିଲା ନାହିଁ…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ଚଳିତ ବର୍ଷ କନ୍ଧମାଳ ଜିଲ୍ଲାର ବହୁ ପୁରାତନ ଘୁ.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ପାଳନ ହୋଇପାରିଲା ନାହିଁ ଉତ୍କଳ ଦିବସ । ବହୁ ବର୍ଷର ପରମ୍ପରା ଆଜି ଭାଙ୍ଗି ଯାଇଛି । ଆଜିର ଦିନରେ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀଙ୍କ…

କ୍ଷିପ୍ରଗତିରେ ଆଗେଇ ଚାଲିଛି ନିଲାଥର ସେତୁ ନିର୍ମାଣ

ସମୟସୀମା ଭିତରେ କାମ ସାରିବାକୁ ବିଧାୟିକା ଙ୍କର ନିର୍ଦେଶ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମରୁ କାଁସଡ଼ା ଗ୍ରାମପଞ୍ଚାୟତ ର ନିଲାଥର ମଧ୍ୟରେ ଚିରସ୍ରୋତା ଅଙ୍ଗ ନଦୀ ପ୍ରବାହିତ ହେଉଛି । ଏହି ଦୁଇ ଗାଁ ମଧ୍ୟରେ ଦୂରତା ମାତ୍ର ଏକ କିଲୋମିଟର ହୋଇଥିବା ବେଳେ ବର୍ଷା ଦିନରେ…

କାଳୀ ମନ୍ଦିର କମିଟୀ ତରଫରୁ ରକ୍ତଦାନ ଶିବିର :- ଉଦଘାଟନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ  :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ଯାଣ ମଣ୍ଡପ ଠାରେ କାଳୀ ମନ୍ଦିର କମିଟୀ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ପରେ କାଳୀ ମନ୍ଦିର ପାଇଁ ଏକ…

ନୂଆ ରୂପରେ ଘୁ.ଉଦୟଗିରି ଖୋଲା ବ୍ୟାୟାମ ଶାଳା : ସୁସ୍ଥ ଓ ସୁନ୍ଦର ଶରୀର ଗଠନ ପାଇଁ ଦେଉଛି ସଚେତନତାର…

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): ସୁସ୍ଥ ନିରାମୟ ଜୀବନ ପାଇଁ ସରକାର ମୁକ୍ତା ଯୋଜନାରେ ରାସ୍ତା କଡରେ ଓପୋନ ଜିମ ବ୍ଯବସ୍ଥା କରିଛନ୍ତି । ଯାହା କି ଏବେ ନୁଆ ରୂପରେ ସଜେଇ ହେଉଥିବା ବେଳେ ସାଧାରଣ ଜନତାକୁଂ ସୁସ୍ଥ ରହିବାକୁ ଆକର୍ଷିତ କରୁଛି । ସ୍ୱଚ୍ଛ ସୁନ୍ଦର ପରିବେଶ ମଧ୍ଯରେ ବ୍ଯାୟାମ…

ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ଉତ୍କଳ ଦିବସ ଅବସରରେ ଗଣଧାରଣା ଓ ସ୍ଵାଭିମାନ ଦିବସ ପାଳନ

ରାଉରକେଲା,(ବସନ୍ତ କୁମାର ଜେନା):-ରାଉରକେଲାର ନ୍ୟାର୍ଯ୍ୟ ଦାବି କୁ ନେଇ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ ମହାନ୍ ଉତ୍କଳ ଦିବସ ପାଳନ ସହ ଏହି ଦିବସକୁ ରାଉରକେଲା ର ସ୍ଵାଭିମାନୀ ଜନସାଧାରଣ ସ୍ଵାଭିମାନ ଦିବସ ଭାବେ ପାଳନ କରିବା ସହ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ…

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳ ଦିବସ ପାଳିତ।

ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପାଠାଗାରର ସଦସ୍ୟ ମାନଙ୍କ ଦ୍ବାରା ଛେଣ୍ଡ୍ କଲୋନୀରେ ସ୍ଥାପିତ ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ,…

ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ

https://youtu.be/HW-jFshjyJA  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୮୮ତମ ଓଡିଶା ଦିବସ ସମାରୋହ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସକାଳରେ ସୁଶ୍ରୀ କଲ୍ୟାଣୀ ଗଜପତି, ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଜି.ତିରୁପତି ରାଓ , ପାରଳାଖେମୁଣ୍ଡି…

ରାଉରକେଲାରେ ‘ ୮୮ତମ ଓଡ଼ିଶା ଦିବସ’ ପାଳିତ

ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲା ଏବଂ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ରାଉରକେଲାର ମିଳିତ ସହଯୋଗରେ ୮୮ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତ୍ୟାଗ ସ୍ୱୀକାର କରିଥିବା ତଥା ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ସମୃଦ୍ଧ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ

 ନୂତନ ଷ୍ଟାଡ଼ିୟମ ପାଇଁ ଭୂମିପୂଜନ କରିବା ସହ ପ୍ରାଧ୍ୟାପକଙ୍କ ପାଇଁ ଓ୍ୱାର୍କ ଷ୍ଟେସନ ଓ ଡିଜିଟାଲ ଭାଷା ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ କୋରାପୁଟ – କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ‘ଉତ୍କଳ ଦିବସ’ର ମହାନ ଅବସରରେ କୋରାପୁଟ ଜିଲ୍ଲା…