ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପୁଲିସ ର ଛାନ ଭିନ.

ଘୁ. ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ଼ ନମ୍ବର -୪ ଶ୍ରୀରାମପଦା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପଛ ପଟୁ ଜଣେ ବିବାହିତା ମହିଳାଙ୍କ ମୃତ ଦେହ ଘୁ.ଉଦୟଗିରି ପୁଲିସ ଜବତ କରିଛି I ମୃତ ଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ…

ଡ.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ପାଳନ

ବରଗଡ:-ବରଗଡ ସହରର ରେନବୋ ପବ୍ଲିକ ସ୍କୁଲ ପରିସରରେ ବରଗଡ ଜିଲ୍ଲାସ୍ତରୀୟ ଡାକ୍ତର.ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳ ୮ ଘଟିକା ସମୟରେ ବରଗଡ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ କୋର୍ଟ ପରିସରରେ ଥିବା ଡ.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି…

ବିଜୟ ବାବୁ ଆମର ଲାଗି ମହାପୁରୁ ଥିଲେ :-ଲେପ୍ରସି କଲୋନୀ ବାସିନ୍ଦା

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ସହରରୁ ମାତ୍ର 10 କିଲୋମିଟର ଦୂରରେ ଅବସ୍ତିତ ବାଦୀମାଲ ଲେପ୍ରସି କଲୋନୀ । ଏହି କଲୋନୀ ରେ ମାତ୍ର 10 ଗୋଟି ଘର ରହିଛି ।ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ନିଜର ସାନ ଭାଇ ଭୋଜରାଜ ସିଂ ବରିହା ଙ୍କୁ ସାଙ୍ଗରେ ନେଇ Club ଲେପର୍ସି କଲୋନୀ କୁ ପହଂଛି…

ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ସାନିଟାରୀ ନାପକିନ୍ ବଣ୍ଟନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟମାନେ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଙ୍କ ନେତୃତ୍ୱରେ ଏକ ସଚେତନତା ଅଭିଯାନ “ଏକ ଦସ୍ତକ” ପ୍ରାରମ୍ଭ କରିଛନ୍ତି ଯେଉଁଥିରେ ସମାଜର ଆର୍ଥିକ ସ୍ୱଚ୍ଛଳ ନଥିବା ଓ ଦୁର୍ବଳବର୍ଗର ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ…

କେନ୍ଦ୍ରାପଡ଼ାରେ ଟ୍ରେଣ୍ଡ୍‌ସ ଓମ୍ୟାନ ଓ ସମ୍ବଲପୁରରେ ଟ୍ରେଣ୍ଡ୍‌ସ ମ୍ୟାନ୍ ଷ୍ଟୋର୍ ଶୁଭାରମ୍ଭ

କେନ୍ଦ୍ରାପଡ଼ା/ସମ୍ବଲପୁର : ଓଡ଼ିଶାର ସମ୍ବଲପୁର ସହରରେ ଟ୍ରେଣ୍ଡ୍‌ସ ମ୍ୟାନ୍ ଏବଂ କେନ୍ଦ୍ରାପଡ଼ା ସହରରେ ଟ୍ରେଣ୍ଡ୍‌ସ ଓମ୍ୟାନ୍ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋର୍ ଦ୍ୱୟରେ ଯଥାକ୍ରମେ ପୁରୁଷ ଏବଂ ମହିଳାଙ୍କ ପାଇଁ ବ୍ୟାପକ ବର୍ଗର ଫ୍ୟାଶନ ପୋଷାକ ଉପଲବ୍ଧ କରାଯାଇଛି ।ଟ୍ରେଣ୍ଡ୍‌ସ…

କଣ୍ଠେଶ୍ୱରପୁର ଶିବମନ୍ଦିର ପରିଚାଳନା କମିଟି ବୈଠକ : ସଭାପତି ହେଲେ ଭୋଜରାଜ ସିଂ ବରିହା

ପଦ୍ମପୁର :-ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ୱରପୁର ଗ୍ରାମରେ ଅବସ୍ଥିତ ନୀଳକଣ୍ଠେଶ୍ୱର ଶିବମନ୍ଦିର ପରିଚାଳନା କମିଟିର ନୂତନ ସଭାପତି ଭାବେ ଯୁବନେତା ଭୋଜରାଜ ସିଂ ବରିହା ଦାୟିତ୍ବ ଗ୍ରହଣ କରିଛନ୍ତି l ଆଜି ପୂର୍ବାହ୍ନରେ ସ୍ଥାନୀୟ ସଭା ଗୃହରେ…

ଖରା ନ ଆସିବା ପୂର୍ବରୁ ପାଣି ପାଇ କାନ୍ଦୁଛି ପୋଡାପାଡ଼ି ଗ୍ରାମ

କାଶୀପୁର/ପୋଡାପାଡ଼ି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତରଗତ ପୋଡାପାଡ଼ି ଗ୍ରାମ ପଞ୍ଚାୟତରେ ଛଅ ମାସ କାଳ ହଲାଣି ପାଇ କାନ୍ଦୁଛନ୍ତି ଗ୍ରାମବାସୀ, ପୋଡାପାଡ଼ି ଗ୍ରାମର ଦୁଃଖ ସରପଞ୍ଚ କି ପିଓ ଙ୍କୁ ଜଣାଇଲେ ବି ଦୁଃଖ ଜାଣିପାରୁନାହାନ୍ତି ବହୁବାର ଜଣାଇଲେ ବି ଆଜି ହେବ…

ନୂତନ ଜ୍ଞାନ କୌଶଳର ଉପଯୋଗ ଜଳର ଆବଶ୍ୟକତା ପୂରଣ କରିବାରେ ସହାୟକ ହେଉ- ଜଳ ସଂପଦ ମନ୍ତ୍ରୀ ଶ୍ରୀମତୀ ସାହୁ

ରାଜ୍ୟ ଜଳ ସଂପଦ ବିଭାଗ ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ, ଋର୍କି ମଧ୍ୟରେ ଜଳ କ୍ଷେତ୍ରରେ ରାଜ୍ୟ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତି ସଂପର୍କିତ ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର,: ଜଳ ସଂପଦ ବିଭାଗ, ଓଡ଼ିଶା ଏବଂ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇ.ଆଇ.ଟି) ଋର୍କି,…

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା : ଯୋଗ ଦେବେ ୮ଟି ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୩/୦୪: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି…

ପାର୍କିନ୍‌ସନ୍ ରୋଗୀଙ୍କ କ୍ଷେତ୍ରରେ ସଚେତନତା ଆବଶ୍ୟକ: ପ୍ରଫେସର ମହାପାତ୍ର

ଭୁବନେଶ୍ୱର, ୧୩/୦୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ବିଶ୍ୱ ପାର୍କିର୍ନ୍‌ସନ୍ ଦିବସ ପାଳିତ ହୋଇଯାଇଛି । ଏହି ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ…