ମାଛଗାଁ କେନାଲରେ ଘାଇ,ତରିକୁନ୍ଦରେ ୩୦ ଫୁଟ, ବରଡ଼ାରେ ୧୫ ଫୁଟ
ବିସ୍ତୃତ ଅଞ୍ଚଳ ଜଳବନ୍ଧୀ, ପରିବା ଫସଲ ନଷ୍ଟ l
ଜଗତସିଂହପୁର,ତା-୧୭.୦୭.୨୦୨୩/ସୁମନ୍ତ କୁମାର ଦାସ: ଚଳିତ ବର୍ଷର ପ୍ରଥମ ଦୁଇ ତିନିଦିନ ହେଲା ମାଛଗାଁ କେଇନାଲରେ ପାଣି ଛଡା ଯାଇଥିବାବେଳେ ଶନିବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ତହସିଲ ଅଧୀନସ୍ଥ ତରୀକୁନ୍ଦ ବଜାର…