୬୧୦ ସ୍କିମ୍ ର ଜିଲ୍ଲାରେ ୨୦ ଟି ସ୍କୁଲର ଶିକ୍ଷା ଅବସ୍ଥା ଦୟନୀୟ
ଜଗତସିଂହପୁର,ତା-୨୫.୦୭.୨୦୨୩/ସୁମନ୍ତ କୁମାର ଦାସ: ସରକାରଙ୍କ 5t ଯୋଜନା ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟର ନୂତନ ନବୀକରଣ କରାଯାଉଛି l ଜଗତସିଂହପୁର ଜିଲ୍ଲାରେ ୬୧୦ ସ୍କିମ୍ ର ୨୨ଟି ବିଦ୍ୟାଳୟ ଅଛି l ସେଗୁଡିକ 5t ଅଧିନକୁ ଯାଇ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ କରିଥିବା ସତ୍ୱେ ମଧ୍ୟ…