‘କୁଇ ତଥା ଦେଶୀଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶୀଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ପାଇଁ ୧୦ ଜଣିଆ କମିଟି ଗଠନ…

ସମ୍ବଲପୁର ଦଙ୍ଗା: ତୁରନ୍ତ ହସ୍ତକ୍ଷେପ ପାଇଁ ଅମିତ୍ ଶାହାଙ୍କୁ ଅନୁରୋଧ କଲେ ମନମୋହନ

ଭୁବନେଶ୍ୱର: ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ସାଂପ୍ରଦାୟୀକ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏପରିକି…

ଗଠିତ ହେଲା ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି

ଗଠିତ ହେଲା ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟୀ | ଆଜି ଏ ନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି | ଏହି କମିଟିରେ ରାଜ୍ୟ କଂଗ୍ରେସ ପ୍ରଭାରୀ  ଚେଲାକୁମାର,  ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ…

ବିଜୟଙ୍କ ଉପରେ ଦୃଢ ଆସ୍ଥା ପ୍ରକଟ କଲା ଏଆଇସିସି

ଦେଲା ଗୁରୁ ଦାୟିତ୍ୱ , ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ଦେଲେ ନିଯୁକ୍ତି ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟର ପୁବର୍ତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଉପରେ ଖୁବ କମ ଦିନ ଭିତରେ ଅଖିଳ ଭାରତ କଂଗ୍ରେସ କମିଟି ପ୍ରକଟ କରିଚି ଆସ୍ଥା | ଦେଇଛି ଗୁରୁ ଦାୟିତ୍ୱ |…

ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମସଜିଦ ପରିସରରେ ଇଦ-ଉଲ-ଫିତର ପର୍ବ ପାଳିତ :

ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତତା ହେତୁ ଆସି ନପାରିଲେ ମଧ୍ୟ ମାହାଙ୍ଗା  ନିର୍ବାଚନ ମଣ୍ଡଳୀ ଅଞ୍ଚଳର ସମସ୍ତ ମୁସଲମାନ ଭାଇମାନଙ୍କୁ ଇଦ ମୁବାରକ ଜଣାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା   (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ସମଗ୍ର ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ…

ହାଟ ପିଣ୍ଡା କାମରେ ଦୁର୍ନୀତି ଅଭିଯୋଗ

ନୂଆ କି ପୁରୁଣା ଜଣାପଡ଼ୁନି, କାମ ବି ନିମ୍ନମାନର ବୋଲି ଅଭିଯୋଗ କଲେଣି ଲୋକେ ରାଇଘର/ ନରସିଂ ବାଘ :ହାଟ ପିଣ୍ଡା ନିର୍ମାଣ କାର୍ଯ୍ୟରେ ମହା ଦୁର୍ନୀତି ନିମ୍ନମାନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ,ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ର ହାଟ ରେ ଚାଲିଛି…

ରାଜ୍ୟପାଳଙ୍କ ଠାରେ ବିଜେପିର ଫେରାଦ

ସମ୍ବଲପୁରରେ ସାମ୍ପ୍ରଦାୟିକ ହିଂସା ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଦାୟୀ: ମନମୋହନ ସାମଲ ଭୁବନେଶ୍ୱର: ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ଥିଲା କିନ୍ତୁ ଏବେ ରାଜ୍ୟ ସରକାରଙ୍କ ଅପାରଗତା କାରଣ ପାଇଁ ରାଷ୍ଟ୍ର ବିରୋଧୀ ସ୍ଲୋଗାନ ପଡୁଛି । ଏହଭଳି ଦୃଶ୍ୟ ଗତ ୧୨ତାରିଖ ସମ୍ବଲପୁରରେ ହନୁମାନ…

ଗର୍ଜି ଉଠିଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ

https://youtu.be/MysxeGvYIdc ନବରଙ୍ଗପୁର/ଅଶୋକ ସାହୁ:  ଆଜି ନବରଙ୍ଗପୁର ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁରର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଏବଂ ସଂଯୋଜକ ଏମ ବାଲକୃଷ୍ଣ ରାଓ ଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଏକ ବିରାଟ ଶୋଭାଯାତ୍ରାରେ ବାହାରି…

ଜିଲ୍ଲା ରେ ଅଭିଭାବକ-ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ର ସମସ୍ତ 2313 ଗୋଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ଆଜି ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଅଭିଭାବକ- ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଏବଂ ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I…