ଗାଁ ସାଥି (ମେଟ୍) ସଂଘ ପକ୍ଷରୁ ବିଡିଓଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ

https://youtu.be/k7n3ehIlBMw ରାଇଘର/ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଗାଁ ସାଥି ମେଟ ସଂଘର ମୌଳିକ ଏବଂ ପାରିପାର୍ଶ୍ବିକ ସମସ୍ୟା ଗୁଡିକର ସଠିକ ତତ୍ତ୍ୱାବଧାନ ସହ ସମ୍ପୂର୍ଣ୍ଣ ସମାଧାନ ସମ୍ବନ୍ଧ ରେ ଆଜି ରାଇଘର ବିଡିଓଙ୍କ ଜରିଆରେ ୬ ଦଫା ଦାବି ପତ୍ର ପ୍ରଦାନ। ସୂଚନା…

ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଲବର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଓପନ ଚେସ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କେସି କ୍ଲବଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ଚେସ ଆସୋସିଏସନ ସଭାପତି ଶ୍ରୀଧର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ…

ଯକ୍ଷ୍ମା ରୋଗ ଏକ ବଡ଼ ଆହ୍ୱାନ, ଏହା ସ୍ୱୀକାର କରି ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ : ଡିଏମ୍‌ଇଟି

ଭୁବନେଶ୍ୱର ମେ ୧୮: ଯକ୍ଷ୍ମା ରୋଗ ଏବେ ମଧ୍ୟ ଏକ ସମସ୍ୟା ହୋଇରହିଛି । ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଏହାକୁ ସ୍ୱୀକାର କରି ଯକ୍ଷ୍ମା ନିରାକରଣ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଓଡ଼ିଶାର ସରକାରଙ୍କ ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଙ୍ଗ୍ (ଡିଏମ୍‌ଇଟି) ପ୍ରଫେସର…

ପିତୃମାତୃ ହୀନ ଶିଶୁଙ୍କ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ଼ ମହାମାରୀ ସିନା ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ , ମମତା , ଯତ୍ନ…

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ସମ୍ମିଳିତ ଭାବରେ ଉତ୍କଳ ହସ୍‍ପିଟାଲରେ କ୍ୟାଣ୍ଟିନ ସେବା ଆରମ୍ଭ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ମହିଳାମାନଙ୍କର ସଶକ୍ତିକରଣ, ସ୍ଥାନୀୟ ଜନସମୁଦାୟଙ୍କ ଉତ୍‍ଥାନ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ଦୃଢ ପ୍ରତିବଦ୍ଧତା ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା…

ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ସମ୍ପର୍କିତ କର୍ମଶାଳା ଉଦ‌ଯାପିତ

ଦେଶର ୧୦ ସ୍ମାର୍ଟସିଟି ସାମିଲ ହୋଇ ଅନୁଭୂତି ବଖାଣିଥିଲେ ରାଉରକେଲା,(ବସନ୍ତ କୁମାର ଜେନା) : ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ପ୍ରତିଯୋଗିତା (Nurturing Neighborhood Challenge)ରେ ବିଜୟୀ ହୋଇଥିବା ଦେଶର ୧୦ଟି ସ୍ମାର୍ଟସିଟିର ଅଧିକାରୀମାନଙ୍କୁ ନେଇ ରାଉରକେଲାର ସ୍ଥାନୀୟ ହୋଟେଲରେ…

ଓଡ଼ଗାଁ ବ୍ଳକ ଗ୍ରାମାଞ୍ଚଳରେ ଗଡିବ ୨୨ ସିଟ୍ ବିଶିଷ୍ଟ ୪ ବସ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଯୋଗାଯୋଗ ଓ ପରିବହନ କ୍ଷେତ୍ରରେ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଆନୁକୂଲ୍ୟରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗ୍ରାମାଞ୍ଚଳ ମାନଙ୍କରେ ୨୩ ସିଟ୍ ବିଶିଷ୍ଟ ୪ ବସ ଗଡିବା ପାଇଁ ସ୍ଥିର…

ମାଟ୍ରିକ ପରୀକ୍ଷା ରେଜଲ୍ଟ : 573 ମାର୍କ ରଖି ମାହାଙ୍ଗା ବ୍ଲକ ର ଟପର ହେଲେ ବର୍ଷା ପ୍ରିୟଦର୍ଶିନୀ ସେଠୀ

ଆଗାମୀ କାଲିର ଭବିଷ୍ୟତ ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l    (ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) - ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ରେଜେଲ୍ଟ ପ୍ରକାଶ ହୋଇଛି l ଏହି ଅବସରରେ ମାହାଙ୍ଗା…

ମାଟ୍ରିକ ପରୀକ୍ଷା ରେଜଲ୍ଟ : 580 ମାର୍କ ରଖି ନିଶ୍ଚିନ୍ତକୋଇଲି ବ୍ଲକ ର ଟପର ହେଲେ ଓମ ପ୍ରକାଶ ପଣ୍ଡା :

ସମସ୍ତ କୃତୀ ଛାତ୍ର ଛାତ୍ରୀ ଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା କୃତଜ୍ଞତା ଜଣାଇବା ସହିତ ଭବିଷ୍ୟତ ଉଜ୍ୱଳ ପାଇଁ କାମନା କରିଛନ୍ତି l  (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ରେଜେଲ୍ଟ ପ୍ରକାଶ ହୋଇଛି l…

ଫ୍ୟୁଚର ରେଡି ଭାରତ – ଓଡ଼ିଶା ସଂସ୍କରଣ ଡଜିଟାଲ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଆଜି ଇଲେଟ୍ସ ଏବଂ ମାଇକ୍ରୋସଫ୍ଟ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ "ଫ୍ୟୁଚର ରେଡି ଭାରତ - ଓଡ଼ିଶା ସଂସ୍କରଣ' ଅନୁଷ୍ଠିତ ହୋଇଯାଇଛିାଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ…