କେନ୍ଦ୍ରାପଡ଼ାରେ ମହିଳା ସରପଞ୍ଚଙ୍କ ଉପରେ ପୋଲିସ୍ ଅତ୍ୟାଚାର ଅଭିଯୋଗ: ରାଜନୀତି ଉତ୍ତପ୍ତ ।
କେନ୍ଦ୍ରାପଡା:୧୩,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡ଼ା ବ୍ଲକ୍ ବିଡ଼ିଓ ଚାମ୍ବରରେ ଘଟିଥିବା ଏକ ବିବାଦିତ ଘଟଣା ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ସୃଷ୍ଟି କରିଛି। ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ଭିଡ଼ିଓ ରେକର୍ଡିଙ୍ଗ୍ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିବା…