ସୋଆ ପ୍ରତିଷ୍ଠାତା ସଭାପତି ଉଚ୍ଚଶିକ୍ଷା କ୍ଷେତ୍ରରେ ନେତୃତ୍ୱ ନିମନ୍ତେ ସମ୍ମାନିତ

ସୋଆକୁ ଶ୍ରେଷ୍ଠ ଘରୋଇ ବହୁବିଧ ବିଶ୍ୱବିଦ୍ୟାଳୟ ସମ୍ମାନ ଭୁବନେଶ୍ୱର, ଜୁଲାଇ ୨୨: ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଭାବୀ ନେତୃତ୍ୱ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସମ୍ମାନିତ କରାଯାଇଛି । ଲିଙ୍କ୍‌ଡ ଇନ୍ ପକ୍ଷରୁ ଆୟୋଜିତ…

ଛୋଟୁ ର ସାଥୀକୁ ଶେଷ ଯାତ୍ରାରେ ନେଲା ‘ଶେଷ ସାଥି’

(ସାହା ହେଲା ଓଡ଼ିଶା-ମୋ ପରିବାର) ଭୁବନେଶ୍ୱର:ମଣିଷ ସିନା ବୁଝିପାରେ ନାହିଁ ସମ୍ପର୍କର ମୂଲ୍ୟ, କିନ୍ତୁ ପଶୁ ପକ୍ଷୀମାନଙ୍କୁ ଟିକିଏ ସ୍ନେହ ଦେଲେ ସେ ଜୀବନର ଶେଷ ପର୍ଯ୍ୟନ୍ତ ଆମକୁ ଭଲ ପାଉଥିବେ । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସହିଦନଗରସ୍ଥିତ ଭବାନୀ ମଲ୍ ସାମ୍ନାରେ ଖାଇବା ଷ୍ଟଲ…

ଅବକାରୀ ବିଭାଗ ଓ ସିଆରପିଏଫଙ୍କ ମିଳିତ ଉଦ୍ୟମରେ ୧୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ , ୨ ଗିରଫ ଓ କୋର୍ଟ ଚାଲାଣ

ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ସହର ସ୍ଥିତ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ରେଳବାଇ ଷ୍ଟେସନକୁ ପେଟ୍ରୋଲିଂ ପାଇଁ ଅବକାରୀ ଅଧିକାରୀଙ୍କ ସମେତ ସହଯୋଗୀଗଣ ଯାଇଥିବା ବେଳେ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବାର ସୂଚନା ପାଇ ସିଆରପିଏଫ ଯବାନଙ୍କ ସହିତ ଯାଞ୍ଚ କରି ଅନ୍ୟୁନ ୧୨…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡାର ସରକାରୀ ବିଦ୍ୟାଳୟଗୁଡ଼ିକୁ ଏହାର ଆର୍ଟଶାଲା ପଦକ୍ଷେପ ମାଧ୍ୟମରେ ସହଯୋଗ

ଝାରସୁଗୁଡା, ଓଡ଼ିଶା, ୨୧ ଜୁଲାଇ ୨୦୨୩: ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଂଚଳରେ ଶିକ୍ଷାର କ୍ଷେତ୍ରରେ ପରିବର୍ତନ କରିବାରେ ସାହାଯ୍ୟ କରିବା ପାଇଁ 'ଆର୍ଟଶାଲା' - ଏକ ନିଆରା କର୍ମଚାରୀ ସ୍ୱେଚ୍ଛାସେବୀ ଚାଳିତ ପଦକ୍ଷେପର ଶୁଭାରମ୍ଭ କରିଛି । କମ୍ପାନୀ ୟୁପି…

ମଳ ଉପଚାର କେନ୍ଦ୍ରର ସୁପରିଚାଳନା ନେଇ କର୍ମଶାଳା

ରାଉରକେଲା ୨୧ ଜୁଲାଇ ୨୦୨୩(ବସନ୍ତ କୁମାର ଜେନା):- ଶୁକ୍ରବାର ସ୍ଥାନୀୟ ହୋଟେଲ ପରିସରରେ ୫-ଟି ଉପକ୍ରମ ଅଧୀନରେ ଏକ କ୍ଳଷ୍ଟର ସ୍ତରୀୟ ଟିମ୍‌ ଗଠନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପୌରସଂସ୍ଥା ଓ ମଳ ଉପଚାର କେନ୍ଦ୍ର ମଧ୍ୟରେ କିଭଳି ସମନ୍ବୟ ରଖାଯାଇ କେନ୍ଦ୍ରର ସୁପରିଚାଳନା କରାଯିବ ସେ ନେଇ…

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର.

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ,ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ…

କେରଳ ଫିଲ୍ମ ଫେଷ୍ଟରେ ସ୍କ୍ରିନିଙ୍ଗ ପାଇଁ ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ ମନୋନୀତ

ଭୁବନେଶ୍ୱର: ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଓଡ଼ିଆ ଚଳଚ୍ଚିତ୍ର ‘ସି ଆଣ୍ଡ ସେଭେନ୍‍ ଭିଲେଜେସ୍‍’ କେରଳରେ ଅନୁଷ୍ଠିତ ହେବାକୁ ଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର…

ଅସରାଏ ବର୍ଷାରେ ଦାମୋଦର ବିହାରର ରାସ୍ତାଘାଟର ଅବସ୍ଥା ଶୋଚନୀୟ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରକୁ ଲାଗି ଗଢି ଉଠିଥିବା ଦାମୋଦର ବିହାର ବାସୀ ହନ୍ତସନ୍ତ। ଅସରାଏ ବର୍ଷାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡି କଥା ଛାଡ଼ନ୍ତୁ ଏଠି ଚାଲିଚାଲି ଯିବା ମଧ୍ୟ ସମ୍ଭବ ନୁହେଁ। ଆଣ୍ଠୁଏ ନର୍ଦ୍ଦମା ପାଣିରେ ସ୍ଥାନୀୟ…

ଓଡ଼ିଶା ମିଲେଟ୍ସ ମିଶନ ଓ ଏମ୍ସ ଭୁବନେଶ୍ୱର ମିଳିତ ଭାବରେ କରିବେ ମିଲେଟର ପ୍ରୋତ୍ସାାହନ

ଭୁବନେଶ୍ୱର: ଗତ ୨୦ ତାରିଖରେ ଓଡ଼ିଶା ମିଲେଟ୍ସ ମିଶନ (ଓଏମ୍ଏମ୍), ଏମ୍ସ ଭୁବନେଶ୍ୱର ସହଭାଗୀତାରେ ଏମ୍ସ ପରିସରରେ ମିଲେଟ ବା ପୁଷ୍ଟିସାରର ପ୍ରୋତ୍ସାହନ ପାଇଁ ଏକ ମିଲେଟ କିଓସ୍କର ଉଦ୍ଘାଟନ ହୋଇଯାଇଛି । ଏମ୍ସର କର୍ମଚାରୀ ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି…

ସ୍କୁଲ ପିଲାଙ୍କୁ ଉନ୍ନତ ଶିକ୍ଷାରୁ ବଂଚିତ କରିବା ପାଇଁ ଓଡିଶା ବିଜେପିର ଷଡ଼ଯନ୍ତ୍ର: ବିଜେଡି

 ଓଡ଼ିଶା ବିଜେପି ନେତାଙ୍କୁ ଏବେ ୫-ଟି ଭୂତ ଘାରିଛି  କୌଣସି ସ୍କୁଲର ଅଫିସ ଗୃହ ନିର୍ମାଣ ୫-ଟି କାର୍ୟ୍ୟର ଅନ୍ତର୍ଭୁକ୍ତ ନୁହେଁ  ରାଜନୀତି କରିବାକୁ ୫-ଟି ରୂପାନ୍ତରଣ ବିରୋଧରେ ମିଛ ଅଭିଯୋଗ ଆଣୁଛି ବିଜେପି  ବାହାନଗା ଦୁର୍ଘଟଣା ବେଳେ ବିଜେପିର ଫ୍ୟାକ୍ଟ…