କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିର

- ରକ୍ତଦାନ କଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର କଳାହାଣ୍ଡି : “ରକ୍ତାଭାବରେ ଜଣେ ହେଲେ ବି ରୋଗୀ ଯେପରି ଜୀବନ ନ ହାରିବେ”, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ପ୍ରତିପାଳନ କରି ଆଜି ଓଡ଼ିଶା-ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କଳାହାଣ୍ଡି…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ

ଭୁବନେଶ୍ୱର - ୭୭ତମ ସ୍ଵାଧୀନତା ଦିବସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମହା ସମାରୋହ ରେ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସକାଳ ୮ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ କାର୍ଯ୍ୟାଳୟରେ…

ସୋଆରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ରେ ସୋମବାର ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କ୍ୟାମ୍ପସ୍ ୫ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର…

ସୋଆ ଏନସିସି ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର,୧୬/୦୮: ୭୭ ତମ ସ୍ୱାଧୀନତା ଦିବସ ପାଳନ ଓ ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି ମେରା ଦେଶ” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଏନସିସି  କ୍ୟାଡେଟମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଠାରେ ୫୦୦ଟି…

ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୭୭ତମ ସ୍ୱାଧୀନତା ଦିବସ ପାଳିତ ।

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସମସ୍ତ ପୁର ପଲ୍ଲୀରେ ମହା ଆଡମ୍ବର ରେ ପାଳିତ ହେଇଯାଇଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସର ରେ ଅସ୍ତରଙ୍ଗ ବି ଜେ ଡି, କାର୍ଯା ଳୟ ଠାରେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,କଂଗ୍ରେସ ଅଫିଶି ଠାରେ ବ୍ଲକ ସଭାପତି…

ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସକାଷେ ଚାଷୀଙ୍କ ଠାରୁ ଆବେଦନ ଗ୍ରହଣ କରିବାର  ଅବଧି ଅଗଷ୍ଟ 22 ତାରିଖକୁ ବୃଦ୍ଧି କରାଯାଇଛି | ସୋସାଇଟି ମାନଙ୍କ ଦ୍ୱାରା ଫର୍ମର ଡିଜିଟାଈଯେସନ ଅବଧି ଅଗଷ୍ଟ 28 ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ 30ତାରିଖ ସୁଦ୍ଧା ମାଷ୍ଟର…

ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

https://youtu.be/t2RVpoKxo4M ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାଡମ୍ୱରେ ପାଳନ କରାଯାଇଛି। ଜିଲ୍ଳାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ…

ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର, ତା-୧୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ରେ ସ୍ଥାନୀୟ ନବ କୃଷ୍ଟ ଚୌଧୁରୀ ଷ୍ଟାଡିୟମ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ଅତି ଆନନ୍ଦ ଓ ଉଲ୍ଲାସ ସହିତ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ…

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଉପକୃତ ହେବେ ୭ ଲକ୍ଷ ୨୫ ହଜାର ଲୋକ ଭୁବନେଶ୍ୱର:ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫…

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ।

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  77 ତମ, ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରାତଃ ସହରରେ ରାମଧୁନ, ପ୍ରଭାତ ଫେରି ସହରସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ…