ଝାଡଖଣ୍ଡ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନ

ଭୁବନେଶ୍ୱର: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ଓଡିଶା ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ଅଧିକାରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି । ଏହି ଉପଲକ୍ଷେ  ଆଜି ଅପରାହ୍ନରେ ଗ୍ରାମ୍ୟ…

ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର

ଶିବିରରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଗଲା ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ…

ପୁନଃ ଲୋକାର୍ପିତ ହେଲା “ଗଣଇସ୍ତାହାର”

ଝାରବନ୍ଧ - ମନୋହର ଦାଶ: ଅନ୍ୟାୟ, ଅନୀତି, ଦୁର୍ନୀତି, ବିରୋଧ ରେ ସଂଗ୍ରାମ କରି ଜନ ସାଧାରଣ ଙ୍କୁ ହକ ପ୍ରଦାନ କରିବା ସହିତ ମୂଲ୍ୟବୋଧ ଭିତ୍ତିକ ସମାଜ ଗଢିବା ରେ ବରଗଡ଼ ରୁ ପ୍ରକାଶିତ ଗଣଇସ୍ତାହାର ପ୍ରମୁଖ ଭୂମିକା ନିର୍ବାହ କରି ଆସିଛି ଏହା କହିଛନ୍ତି ଗଣଇସ୍ତାହାର ର ମୁଖ୍ୟ ସମ୍ପାଦକ…

ବନ୍ଧୁ ୱେଲଫେୟାର ଟ୍ରଷ୍ଟ ତରଫରୁ ସ୍ଵାଧୀନତା ଦିବସ ପାଳିତ :କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର:ଗତ ମଙ୍ଗଳ ବାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବନ୍ଧୁ ୱେଲଫେୟାର ଟ୍ରଷ୍ଟ ,ତରଫରୁ ରଙ୍ଗ ବଜାର ନିକଟସ୍ଥ ଏକାମ୍ର ନିଳୟ ଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ସମ୍ପାଦକ ଫଗୁ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସ୍ଵାଧୀନ ଭାରତରେ ବିଭିନ୍ନ ସାମାଜିକ…

ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ଓ ଅଭିଯାନ ସଦସ୍ୟଙ୍କ ବାର୍ଷିକ ସମ୍ମିଳନୀ

ଜମନକିରା /ଲିପନ ନାୟକ:୧୬/୮-ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହ ରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ସ୍କୁଲର ପୁରାତନ ଛାତ୍ର,ଛାତ୍ରୀ ଓ ଅଭିଯାନର ସଦସ୍ୟ ମାନଙ୍କ ମିଳିତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ଙ୍କ…

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ…

ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ

ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି  ଭୁବନେଶ୍ୱର:  ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି…

ଜଗତସିଂହପୁର ବ୍ଲକରେ ନୂତନ ଭତ୍ତା ବଣ୍ଟନ ଶିବିର

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ବ୍ଲକରେ ଆଜି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଛି l ମଧୁବାବୁ ପେନେସନ ଯୋଜନାରେ ୩୦ ଟି ପଞ୍ଚାୟତର ବୃଦ୍ଧା ଉପକୃତ ହୋଇଛନ୍ତି l ଏହି ଭର୍ତ୍ତା ବଣ୍ଟନ ସଭାରେ ମାନ୍ୟବର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଓ ଜିଲ୍ଲା…

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍ ଏବଂ…

ଅଙ୍ଗ ନଦୀରେ ଅଚିହ୍ନା ମୃତଦେହ ,ପରିଚୟ ଖୋଜୁଛି ଝାରବନ୍ଧ ପୋଲିସ

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମ ଓ ପାଇକମାଲ ବ୍ଲକ ଚୁହାପଲି ଗ୍ରାମ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ଆଜି ସକାଳୁ ଅମଠି ଗ୍ରାମର କିଛି ଗ୍ରାମବାସୀ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ନଦୀରେ ଭସମାନ ଅବସ୍ଥାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।…