ମାନବିକତା ପରିବାର ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ.

ରାଉରକେଲା,(ବସନ୍ତ କୁମାର ଜେନା) : ସମାଜ ପ୍ରତି ଦାୟିତ୍ବ ଓ କର୍ତ୍ତବ୍ୟକୁ ସଫଳ ସମ୍ପାଦନା କରିଥିବା ବରିଷ୍ଠ ନାଗରିକ ଙ୍କୁ ସମ୍ମାନ ପ୍ରଦାନ କରିଛି ମାନବିକତା ପରିବାର । ଆଜି ସାରା ବିଶ୍ବରେ ବରିଷ୍ଠ ନାଗରିକ ଦିବସ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳିତ ହେଉଛି। ଏ ସମାଜ…

ଓରମାସ୍ ପ୍ରୋତ୍ସାହିତ ରାକ୍ଷୀ ଷ୍ଟଲ୍ ଉଦ୍ ଘାଟନ

ଜଗତସିଂହପୁର,ତା-୨୧.୦୮.୨୦୨୩/ସୁମନ୍ତ କୁମାର ଦାସ: ସମ୍ମାନିତ ଜିଲ୍ଲାପାଳ ତଥା ଡିଏମ୍ ଶ୍ରୀମତୀ ପାରୁଲ ପାଟୱାରୀ, ଆଇଏଏସ୍ ଆଜି ଜଗତସିଂହପୁର ପୌର କାର୍ଯ୍ୟାଳୟ ସମ୍ମୁଖରେ ଓରମାସ୍ ପ୍ରୋତ୍ସାହିତ ରାକ୍ଷୀ ଷ୍ଟଲ୍କୁ ଉଦ୍ ଘାଟନ କରିଛନ୍ତି। ଏହି ଷ୍ଟଲ ରେ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ…

ଗଜପତି ଜିଲ୍ଲାର ଛାତ୍ରୀଙ୍କ ବିଶ୍ବ ଦକ୍ଷତା କେନ୍ଦ୍ର ପରିଦର୍ଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୯୧ ଜଣ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ର ଏବଂ ଦକ୍ଷତା ଉନ୍ନୟନ ଅନୁଷ୍ଠାନ ପରିଦର୍ଶନ କାର୍ଯ୍ୟକ୍ରମକୁ ଗତକାଲି (ରବିବାର ଦିନ) ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ…

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାରଳାର ସାହିତ୍ୟ ଧାରାରେ ଗୋପୀନାଥ ନନ୍ଦଶର୍ମା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ 'ପାରଳା ସାହିତ୍ୟ ଧାରାରେ ଗୋପୀନାଥ ନନ୍ଦଶର୍ମା' ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ…

“ଟ୍ରାଫିକ ସମସ୍ୟା ବନାମ ନାବାଳକଙ୍କ ଗାଡ଼ି ଚାଳନା”

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଜନଗହଳି ପୂର୍ଣ୍ଣ ପାଟଣାଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ମହାମାରୀ କ୍ୟାନ୍ସର ଭଳି ରୂପ ନେଉଥିବା ବେଳେ କିନ୍ତୁ ସ୍ଥାନୀୟ ପୋଲିସ ପ୍ରଶାସନ ନାହିଁରେ ତେଲ ଦେଇ ଚୁପ ଚାପ ବସିରହିବା କେତେଦୂର ଯୁକ୍ତିଯୁକ୍ତ ଅଞ୍ଚଳ ବ୍ୟାପି ଚର୍ଚ୍ଚାର ବିଷୟ ହେବା ସହ…

ବେଲଗୁଣ୍ଠାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ):- ଗଞ୍ଜାମ ଜିଲ୍ଲା ବେଲଗୁ଼ଣ୍ଠା ଥାନାରେ ସୋମବାର ନୂତନ ଥାନାଧିକାରୀ ଭାବେ ବନବିହାରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ବେଲଗୁଣ୍ଠାରେ ପୂର୍ବରୁ…

ଇଙ୍ଗିନାଠି ସମବାୟ ସମିତିରେ ଲୋକଙ୍କ ଅଜାଣତରେ ଋଣ କରି ଟଙ୍କା ହଡ଼ପ

ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ ): ବେଲଗୁଣ୍ଠା ବ୍ଳକ ଇଙ୍ଗିନାଠି ସେବା ସମବାୟ ସମିତି ପକ୍ଷରୁ ଅଜାଣତରେ ଲୋକଙ୍କ ଦସ୍ତଖତ ନେଇ ସେମାନଙ୍କ ନାଁରେ ଲକ୍ଷାଧିକ ଟଙ୍କା ଋଣ କରାଯାଇ ଏହାକୁ ହଡ଼ପ କରାଯାଇଛି। ଏଥିରେ ସମବାୟ ସମିତିର…

ଜମନକିରା ଥାନା ନୂତନ ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଜମନକିରା,୨୧/୮: (ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଧିକାରୀ ସୁଶାନ୍ତ ଦାଶଙ୍କ ବଦଳି ପରେ ଆଇଆଇସି ପଦ ୯ ଦିନ ଖାଲି ପଡ଼ିଥିଲା। ଆଜି ୨୧ ତାରିଖ ଦିନ ଶ୍ରୀମତୀ ପଦ୍ମାଳୟା ସାହୁ ଆନୁଷ୍ଠାନିକ ଭାବେ ଜମନକିରା ଥାନାରେ ନୂତନ ଅଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି।…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଶୋକ

ଭୁବନେଶ୍ୱର - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ,ସମବାୟ,ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି | ୯୯ ବର୍ଷୀୟ ଶ୍ରୀ ଦାସ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ ଓ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଯାପିତ

ଭୁବନେଶ୍ୱର,୨୧ ।୮ : କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ରେ ଦୁଇଦିନ ଧରି ଚାଲିଥିବା ଦଶମ ଛାୟା ଜାତସଂଘ (କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଏମୟୁଏନ) ରବିବାର ଉଦ୍‍ଯାପିତ ହୋଇଯାଇଛି । ଏଥିରେ ରାଜ୍ୟର ସମସ୍ତ ପ୍ରମୁଖ ବିଦ୍ୟାଳୟର ୮୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚଳିତ ବର୍ଷ…