ଦୈନନ୍ଦିନ ପୋଷଣଯୁକ୍ତ ଖାଦ୍ୟ ତାଲିକାରେ ଡାକ୍ତରଙ୍କ ପ୍ରଥମ ପସନ୍ଦ ମିଲେଟ୍

ଭୁବନେଶ୍ୱର: ଏହା ଏମିତି ଏକ ସମୟ, ଯେତେବେଳେ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ନିର୍ଣ୍ଣୟ କରେ ସେତେବେଳେ ମିଲେଟ୍ ହିଁ ଉଭାହୁଏ ପୁଷ୍ଟିର ଚାମ୍ପିଅନ୍ ଭାବରେ । ସିନ୍ଧୁ ସଭ୍ୟତାର ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଖ୍ରୀ.ପୂ. ୩୦୦୦ରୁ ମିଲେଟ୍ ଖାଦ୍ୟର ଏକ ମୁଖ୍ୟ ଉପାଦାନ ଭାବରେ ସାମିଲ ହୋଇଛି ।…

ମୋ ଘର ଯୋଜନାରେ ଟଙ୍କା ମାଗୁଥିବା ଅଭିଯୋଗ

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) ସରକାର ଗରିବ ଲୋକଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ମୋ ଘର ଯୋଜନା କାର୍ଯ୍ୟକାରୀ କରି ଯୋଗାଇ ଦେଉଥିବା ବେଳେ କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଲୁଣ୍ଠନ କରୁଥିବାର ଅଭିଯୋଗ ହେଉଛି l ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକରେ ବିପିଏ ଭାବେ କାର୍ଯ୍ୟରତ…

ଛତୁଆ ଦୁର୍ନୀତି ରେ ବିଡ଼ିଓ ଙ୍କ ପ୍ରତିକ୍ରିୟା

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ୨ଟି ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି l ଗୋଟିଏ ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟଟି ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ l ଏହି ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର…

ଅପହରଣ ମାମଲାରେ ୩ଜଣ ଙ୍କୁ କୋର୍ଟ ଚାଲାଣ କଲା ଗାଇସିଲାଟ ପୋଲିସ

ଗାଇସିଲାଟ/ମନ ଡନସନା - ଗାଇସିଲାଟ ଗଙ୍ଗା ଢାବାରୁ ଭୋଇପାଲି ଗ୍ରାମର ବିଶାଳ ଦ୍ବିପକୁ ଅପହରଣ କରିବା ପରେ ୧୦ ଲକ୍ଷ ଟଙ୍କା ମାଗିଥିଲେ ଏହି ଘଟଣାରେ ୩ଜଣ ଙ୍କୁ କୋର୍ଟ ଚାଲାଣ କରିଛି ଗାଇସିଲାଟ ପୋଲିସ।ସୂଚନା ଅନୁଯାୟୀ ବିଶାଲ ଦ୍ବିପଙ୍କ ସ୍ତ୍ରୀ ରୋଜୀ ଦ୍ବିପ ଗାଇସିଲାଟ ଥାନାରେ ୧୯ ତାରିଖ ଲିଖିତ…

ଅବକାରୀ ବିଭାଗ ଚଢ଼ାଉ : ଗଂଜେଇ ଜବତ,ଜଣେ ଗିରଫ

https://youtu.be/h8_sSNwtQPIରାଉରକେଲା/ ବସନ୍ତ ଜେନା : ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ କରାଯାଇଛି | ଚଢ଼ାଉ ବେଲେ ତେଇଶି କିଲୋରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ସହ ଜଣେ ଗିରଫ ହୋଇଛି | ଘଟଣାସ୍ଥଳରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି | ଯାହାର ଆନୁମାନିକ ମୂଲ୍ୟ…

ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ…

ବାଃ ସଞ୍ଜିତା ଦିଦି ବାଃ

ଆଶା ଦିଦି ହେବତ ଏମିତି |ଯେଉଁଠି ମୋଟା ଅଙ୍କର ଦରମା ନେଇ ସରକାରୀ କର୍ମଚାରୀ ମାନଙ୍କ ଆନ୍ତରିକତା ନଥିବାର ଦେଖିବାକୁ ମିଳୁଥିବା ବେଳେ ଏଠି ଜଣେ ସାଧାରଣ ସ୍ୱଳ୍ପ ବେତନଧାରୀ ମହିଳା ନିଜ କର୍ମକୁ ସମାଜ ସେବାରେ ନିୟୋଜିତ କରିପାରିଛନ୍ତି ସେ ହେଉଛନ୍ତି ଆଶା ଦିଦି ସଞ୍ଜିତା ନାଏକ |ଏହି ଖବର…

ବିକାଶ ହେଇଚି ବାଟବଣା : ପାଉନି ଉପାନ୍ତ ଢେପାଗୁଡା ଗ୍ରାମର ଠିକଣା

ଉପଜିଲ୍ଲାପାଳ ଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ  ଗଞ୍ଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ୍ ଅଧୀନ ମୁଜାଗଡ଼ ପଞ୍ଚାୟତର ଢେପାଗୁଡ଼ା ଗ୍ରାମ ହେଉଛି ଏକ ଉପାନ୍ତ ଅଞ୍ଚଳ। କିନ୍ତୁ ଉକ୍ତ ଗ୍ରାମରେ ପକ୍କାରାସ୍ତା ସହ ନଦୀରେ ଏକ ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନି। ଏଣୁ ଏଦିଗରେ…

ରାଜଗାଙ୍ଗପୁର ବ୍ଲକ ପରିସର ରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼/ରାଜଗାଙ୍ଗପୁର (ବସନ୍ତ କୁମାର ଜେନା):ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସର ଠାରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ମୋଟ ୬୯ ଗୋଟି ଅଭିଯୋଗ…

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର : ବିଭିନ୍ନ ୬୭ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, ତା ୨୧/0୮/୨୩ : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଵିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ…