ନିଜ ଭୋଟରଙ୍କୁ ଅପରାଧି କହିଲେ ସାଂସଦ ଅପରାଜିତା: ବିଜେଡି

 ନିର୍ବାଚନ ପାଖେଇ ଆସିବାରୁ ଭୁବନେଶ୍ୱରରେ ଚକ୍କର କାଟୁଛନ୍ତି  ମା’ ଭଉଣୀମାନଙ୍କୁ ଅପରାଧି ସଜାଇବାକୁ ପଛାଇଲେ ନାହିଁ  ଏଭଳି ମନ୍ତବ୍ୟକୁ ଦୃଢ ନିନ୍ଦା କଲା ବିଜେଡି ଭୁବନେଶ୍ୱର: ଗତ ସାଢେ ଚାରି ବର୍ଷ ମଧ୍ୟରେ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର…

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ବ୍ଲକ ଏବଂ ପଞ୍ଚାୟତ…

https://youtu.be/9Kmyk9d5Jd0 ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ଜ୍ଞାନରଞ୍ଜନ ରାଉତ ଏବଂ ଛାତ୍ର ଜନତା ଦଳ ସଭାପତି ଭାବେ ପ୍ରିୟବ୍ରତ ସାହୁ ମନୋନୀତ ଜନସାଧାରଣ ଙ୍କ ପାଇଁ ସେବାମୂଳକ କାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଧାୟକ ପ୍ରତାପ ଜେନା ଙ୍କ…

ବେଦନାରୁ ହିଁ ସାହିତ୍ୟର ସୃଷ୍ଟି : ଉତ୍କଳ ସାହିତ୍ୟ ସମାଜ ନୟାଗଡ଼ ଶାଖାର ପଞ୍ଚମ ବାର୍ଷିକୋତ୍ସବ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଉତ୍କଳ ସାହିତ୍ୟ ସମାଜ ନୟାଗଡ଼ ଶାଖାର ପଞ୍ଚମ ବାର୍ଷିକୋତ୍ସବ ଏବଂ ସାରସ୍ୱତ ସମାରୋହ ସ୍ଥାନୀୟ ବ୍ରଜେନ୍ଦ୍ର ହାଇସ୍କୁଲ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକା ବସିରନ ବିବିଙ୍କ ପୌରହିତ୍ୟରେ ଆୟୋଜିତ ଏହି ସାହିତ୍ୟ ସଭାରେ ମୁଖ୍ୟ…

ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ, ନୂଆଦିଲ୍ଲୀ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ…

• ରାଜ୍ୟ ତଥା ଦେଶରେ ପ୍ରଶିକ୍ଷଣ ଇକୋ-ସିଷ୍ଟମର କ୍ଷମତା ବୃଦ୍ଧିରେ ଏହା ସହାୟକ ହେବ। • ଏହି ସହଯୋଗ ରାଜ୍ୟର ସରକାରୀ କର୍ମଚାରୀଙ୍କ ଦକ୍ଷତାରେ ଉନ୍ନତି ଆଣିବା ସହ ସୁଶାସନର ଗତିରେ ଗଠନମୂଳକ ପ୍ରଭାବ ପକାଇବ । ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତୀୟ ଲୋକ ପ୍ରଶାସନ…

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ମହିଳା ଖେଳାଳିମାନ ଖେଲ ଇଣ୍ଡିଆ ଊମେନସ ଲିଗରେ ‘୬ ଟି ସ୍ବର୍ଣ୍ଣ ପଦକ୮ଟି…

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ନବରଙ୍ଗପୁର ପେନଚାକ ସିଲାଟ ଏସୋସିଏସନ ଦ୍ବାରା ଭିନ୍ନ ଭିନ୍ନ ଅନୁଷ୍ଠାନସ୍କୁଲକଲେଜ ହଷ୍ଟେଲ ୟୁନୀଭରସିଟି ମାନଙ୍କର ଠାରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିକ୍ଷା ଦିଆଯାଉଥିଲା ବର୍ତ୍ତମାନ "ଖେଲ ଇଣ୍ଡିଆ ଊମେନସ ଲିଗରେ ୨୦୨୩ ଭାରତୀୟ ସ୍ପୋର୍ଟସ ଅଥୋରିଟି…

ସାଇଟ ନର୍ସିଂଦ୍ୱାରା ବିଦ୍ୟାଳୟ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ

ବଲାଙ୍ଗିର: ବଲାଙ୍ଗିର ବ୍ଲକ ଅର୍ନ୍ତଗତ ମିର୍ଦ୍ଧାପାଲି ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ , ମିର୍ଦ୍ଧାପାଲି ଠାରେ ରାମଜୀ ଯୁବକ ସଂଘ, ସଦାଇପାଲି ସହାୟତା ରେ ଏବଂ ସାଇଟ ନର୍ସିଂ ମହାବିଦ୍ୟାଳୟ, ସଦାଇପାଲି ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ…

ଲଉଡ଼ିଦର୍ହl ଠାରେ ବିଜେଡି ର କର୍ମୀ ସମ୍ମିଳନୀ l

ଝାରବନ୍ଧ -ମନୋହର ଦାଶ:  ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ଧାନ ମଣ୍ଡି ଠାରେ ବିଜୁ ଜନତା ଦଳ ର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜଗଦଳପୁର, ଭୈଶାଦରହା, କୁମୀର, ଚଣ୍ଡୀଭଟା ପଂଚାୟତ ର ବିଭିନ୍ନ ଗ୍ରାମ ରୁ ବିଜେଡି କର୍ମୀ ମାନେ ଯୋଗ…

ଚାଷୀମାନଙ୍କ ବିକାଶ ପାଇଁ ନୂଆ ରୂପ ରେଖରେ ଖୋଲିବାକୁ ଯାଉଛି ସାପ୍ତାହିକ ହାଟ

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଏବଂ କେନ୍ଦୁପାଟଣା ଆରଏମସିଙ୍କ ମିଳିତ ଉଦ୍ୟମ ହେବାକୁ ଯାଉଛି ସାକାର ଚାଷୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଏବଂ କେନ୍ଦୁପାଟଣା ନିୟନ୍ତ୍ରିତ ବଜାର…

ଆଇଆଇଟି ମାଡ୍ରାସର ରଫ୍‌ତାର ଟିମ୍‌ ସହ ସହଭାଗିତା କଲା ସିଏସ୍‌ଏମ୍‌ ଟେକ୍

୨୦୨୫ ସୁଦ୍ଧା ବିଶ୍ବର ଦ୍ରୁତତମ ମେଡ୍‌ ଇନ୍‌ ଇଣ୍ଡିଆ ସ୍ବୟଂଚାଳିତ ଇଭି ରେସ୍‌କାର୍‌ ନିର୍ମାଣ କରିବାକୁ ଲକ୍ଷ୍ୟ ଭୁବନେଶ୍ବର/ଚେନ୍ନାଇ, ୨୬/୮/୨୦୨୩: ଆଫ୍ରିକା, ଦୁବାଇ, ଯୁକ୍ତରାଷ୍ଟ୍ର ୟୁଏସ୍‌ ଓ କାନାଡ଼ାରେ ସକ୍ରିୟ ବ୍ୟବସାୟ କରୁଥିବା ଭାରତୀୟ ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜିଜ୍…

୫-ଟି ସଚିବଙ୍କୁ ଭଞ୍ଜନଗର ଠାରେ ଭବ୍ୟ ସ୍ୱାଗତ

ଘୁମୁସର ଜିଲ୍ଲା ନିମନ୍ତେ ବିଭିନ୍ନ ଅନୁଷ୍ଠାନର ସ୍ମାରକପତ୍ର ଗଞ୍ଜାମ ଜିଲ୍ଲା ପ୍ରତିନିଧି (ନିଲୁ ବିଷୋୟୀ):- ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡ଼ିଆ ୫-ଟି ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଥିଲା। ହେଲିକେପ୍ଟରରୁ ଓହ୍ଲାଇ ଶ୍ରୀ ପାଣ୍ଡିଆନ ପଡ଼ିଆ…