ବେଲଗୁଣ୍ଠାରେ ବିଧାୟକଙ୍କ ଦ୍ଵାରା ଯୁବ ବିଜେଡ଼ିର ଅସ୍ଥାୟୀ କାର୍ଯ୍ୟାଳୟ ଉଦ୍ଘାଟିତ; ସାଧାରଣ ବୈଠକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ବେଲଗୁଣ୍ଠା ଏନ୍ଏସି ରେ ଏକ ଅସ୍ଥାୟୀ ଯୁବ ବିଜେଡ଼ି କାର୍ଯ୍ୟାଳୟ ଉଦ୍ଘାଟନ କରିବା ସହ ଯୁବ ବିଜେଡ଼ି କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି I ଆଜି ଅପରାହ୍ଣ ବାର ଘଣ୍ଟା ସମୟରେ ସୋରଡା ବିଧାୟକ…