“କୁଚକ୍ରୀଙ୍କ ମୁଣ୍ଡ କାମ କରୁନି, ଇଆଡୁ ସିଆଡୁ ବୟାନ ଦେଉଛନ୍ତି”

ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଚର୍ଚା: ବିଜେପିକୁ କଡା ଜବାବ ଦେଲେ ଟୁକୁନି "ସାମାନ୍ୟ ଲଜ୍ଜା ଥିଲେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ" ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଚିବ ଭିକେ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି…

ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇ ଯିବାରେ ବି ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି ପାଣ୍ଡିଆନ : ଅନିଲ…

 ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ  ୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର ହୋଇଛି …

ସରପଡ଼ାରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ପ୍ରଶାସନର ସ୍ୱଳ୍ପ ସଂଚୟ ସଂଗଠନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଂଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ରଞ୍ଜନ…

ପାରମ୍ପରିକ ଲୋକକଳା ମାଧ୍ୟମରେ ହେବ ସଚେତନତା : ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା , ଶିକ୍ଷା ଓ ଯୋଗାଯୋଗ ନେଇ ହେବାକୁ ଥିବା ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ…

ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ମୋହନା ବ୍ଲକ ର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକର ପିତୃମାତୃହୀନ ଶିଶୁ ମାନେ ବିପଦ ସଙ୍କୁଳ ଅବସ୍ତାରେ ରହୁଥିବା କଥା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ହେବାଫଳରେ ଗଜପତି ଜିଲ୍ଲାପାଳ ଏହାକୁ ଅତି ଗୁରୁତ୍ବ ଭାବେ ଗ୍ରହଣକରି ପିତୃମାତୃହୀନ ଓ ଏକକ ଅଭିଭାବକ…

କଳାକାରଙ୍କ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍ ଶିବିର

ଗଞ୍ଜାମ,(ନିଲୁ ବିଷୋୟୀ) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା…

ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ଚୟନ

ଶେରଗଡ: ଆଜି ଶେରଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ସଂଘ ର ସ୍ଥାୟୀ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ ଏୟୁପିଟିଏଫ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରଥୀ ପାତ୍ର,ଉପସଭାନେତ୍ରୀ ଶ୍ରୀମତୀ ଡି.…

ବଜ୍ରାଘାତ ଘଟି ଦୁଇ ମୃତ , ତିନି ଗୁରୁତର

ବାଣପୁର/ଖୋର୍ଦ୍ଧା:(ସେକ୍ କୌସର) ବାଣପୁର ଥାନା ନିଳାଦ୍ରୀପ୍ରସାଦ ଅରାଙ୍ଗ ଗ୍ରାମ ଓ ଦାମିଆ ବରବରା ର କଦମ୍ବ ଝୁଲା ଗ୍ରାମରେ ବଜ୍ରାଘାତ ଘଟି ଦୁଇ ମୃତ , ତିନି ଗୁରୁତର । ମୃତକ ମାନେ ହେଲେ ଅରାଙ୍ଗ ଗ୍ରାମର ରଞ୍ଜିତ ରଣସିଂହ ୨୨ ବର୍ଷ ଓ କଦମ୍ବଝୁଲା ଗ୍ରାମର ଅମର ଶବର ୧୨ ବର୍ଷ ବୟସ। .ବିଲକୁ…

ସାରସକଣା ରେ ପାଳିତ ହେଲା ଡ୍ରାଇଭର ଦିବସ

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର -ସାରା ଦେଶରେ ସେପ୍ଟେମ୍ବର 01 କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ରୂପେ ପାଳିତ ହୋଇଯାଇଛି ଡ୍ର ଇଭର ମହାସଂଘ ବେଳେ ଆଜି ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକର ଡ୍ରାଇଭର ମହାସଂଘ ତରଫରୁ ସାରସକଣା ଜଗନ୍ନାଥ ମନ୍ଦିରରେ ସମାଜ ସେବୀ ରବୀନ୍ଦ୍ର ନାଥ ସାହୁଙ୍କୁ…

ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

ସୁନ୍ଦରଗଡ଼, ୦୨/୦୯/୨୩(ବସନ୍ତ କୁମାର ଜେନା ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୁଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ଙ୍କ ପ୍ରଶିକ୍ଷଣ ଶିବିର ଆଜି…