ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ ୨୦୨୩: ଦେଶର ସାମୂହିକ ନୌବାଣିଜ୍ୟ ଆକାଂକ୍ଷାକୁ ବୃଦ୍ଧି କରିବା ପାଇଁ ମଂଚ…

ଭୁବନେଶ୍ୱର : ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍‌ଆଇଏସ୍‌) ୨୦୨୩ର ୩ୟ ସଂସ୍କରଣ ପୂର୍ବରୁ କେନ୍ଦ୍ର ବନ୍ଦର, ନୌପରିବହନ ଓ ଜଳପଥ (ଏମ୍‌ଓପିଏସ୍‌ଡବ୍ଲ୍ୟୁ) ଏବଂ ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନ୍‌ୱାଲ ଭୁବନେଶ୍ୱରର ହୋଟେଲ୍ ମେଫେୟାର କନ୍‌ଭେନ୍‌ଶନଠାରେ ଆୟୋଜିତ ରୋଡ୍‌ଶୋ’ରେ…

ରିଲାଏନ୍ସ ଜିଓର ସାତ ବର୍ଷ ଏବଂ ୭ ପ୍ରମୁଖ ପ୍ରଭାବ

ଭୁବନେଶ୍ୱର: ସାତ ବର୍ଷ ପୂର୍ବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ରିଲାଏନ୍ସ ଜିଓର ଶୁଭାରମ୍ଭ କରିବା ବେଳେ କେହି ଭାବିନଥିଲେ ଯେ କଂପାନି ଦେଶର ଡିଜିଟାଲ୍ ଭିତ୍ତିଭୂମିର ମେରୁଦଣ୍ଡରେ ପରିଣତ ହେବ । ଗତ ୭ ବର୍ଷରେ ଜିଓ ଦେଶରେ ବହୁତ କିଛି ପରିବର୍ତ୍ତନ ଆଣିଛି । ତାହାର…

ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦେବୀ ମଠ ମହନ୍ତ ଶ୍ରୀ ରାମାନନ୍ଦ…

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁରରେ ଗୁରୁ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଗୁରୁ ପୂଜନ ଉତ୍ସବ ର ଶୁଭ ଆରମ୍ଭ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ…

ନିଆରା ଭାବରେ ଗିଧମାଲ ଗ୍ରାମରେ ଗୁରୁ ଦିବସ ପାଳିତ

ଗାଇସିଲାଟ/ମନ ଡନସନା- ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ଧନେଶ୍ଵର ବରିହା ଙ୍କ ସଭାପତିତ୍ୱରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମସ୍ତ…

କୁଟୁରାଚୁଆଁ କନିଷ୍ଠ କଲେଜ ରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ ପାଳିତ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଡକ୍ଟର ସର୍ପବଲ୍ଲି ରାଧାକ୍ରିଷନ ଜନ୍ମଦିନ ଅବସର ରେ ଅଧ୍ୟକ୍ଷ ନିଲାଞ୍ଜଳୀ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ଓ ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ଙ୍କ ପରିଚାଳନା ରେ ୩୩ ତମ ପ୍ରତିଷ୍ଠା ଓ ବିଦ୍ୟାରମ୍ଭ ଦିବସ…

ଦୁଇ ଦିନିଆ ଜିଲ୍ଲା ସଂସାଧନ ସଭ୍ଯଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜଗତସିଂହପୁର,ତା-୦୫.୦୯.୨୦୨୩/ସୁମନ୍ତ କୁମାର ଦାସ: ଲୋକକଳା ମାଧ୍ୟମ ରେ ସୂଚନା,ଶିକ୍ଷା ଓ ଯୋଗାଯୋଗ ଅଭିଯାନ ନିମନ୍ତେ ଗତ ୪ ତାରିଖ ଠାରୁ ଆଦିକବି ସାରଳାଦାସ ସଂସ୍କୃତି ଭବନ ଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇ ଯାଇଛି।ଏହି ଉଦଯାପନ ସମାରୋହ ରେ ଯୋଗ ଦେଇ…

ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୁମିକା ଗୁରତ୍ୱପୂର୍ଣ୍ଣ: ଡ. ଅରୁଣ ସାହୁ

ଓଡ଼ଗାଁରେ ସାମୁହିକ ଗୁରୁପୁଜନ ଅନୁଷ୍ଠିତ ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ପବିତ୍ର ଗୁରୁ ଦିବସ ଅବସରରେ ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ପରିସରରେ ଅବଶରପ୍ରାପ୍ତ ଗୁରୁମାନଙ୍କୁ ନେଇ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଗୁରୁପୁଜା ଓ ସମ୍ବର୍ଦ୍ଧନା…

ପବିତ୍ର ଗୁରୁଦିବସରେ ସତ୍ୟବାଦୀ ଓଡିଆ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ପାଠ୍ୟକ୍ରମର ଶୁଭାରମ୍ଭ ସମାରୋହ

ଓଡିଆ ଭାଷାରେ ଅଧିକ ଗବେଷଣା ଓ ଭାଷା, ସାହିତ୍ୟ ଶିକ୍ଷାରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଡିସେମ୍ବର ମାସ ସୁଦ୍ଧା ଓଡିଆ ବିଶ୍ୱବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ଶେଷ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : ଗୁରୁ ଦିବସର…

କାଠମାଣ୍ଡୁ –କଳିଙ୍ଗ ସାହିତ୍ୟ ମହୋତ୍ସବରେ ସୋଆ ସମ୍ମାନିତ

ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖ ରୁ ୩ ତାରିଖ ପର୍ଯ୍ୟନ୍ତ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ କାଠମାଣ୍ଡୁ – କଳିଙ୍ଗ ସାହିତ୍ୟ ମହୋତ୍ସବର ଦ୍ୱିତୀୟ ସଂସ୍କରଣରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ) କୁ ଯଶସ୍ୱୀ ଶିକ୍ଷା ବିଶ୍ୱବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି ।…