ବେଲଗୁଣ୍ଠା ବଣିକ ସଂଘ ତରଫରୁ ଶିକ୍ଷକ ପ୍ରତିଭା ସମ୍ମାନ

 ଏନ୍ଏସିର ଶହେରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନୀତ ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ଡ.ରାଧାକ୍ରିଷ୍ଣନ୍ ଙ୍କର ଜନ୍ମଦିନରେ ସାରାଦେଶରେ ଗୁରୁଦିବସ ପାଳିତ ହେଉଥିବା ବେଳେ ବେଲଗୁଣ୍ଠା ବଣିକ ସଂଘ ତରଫରୁ ଏନ୍ଏସିର ସମସ୍ତ ଶିକ୍ଷାନୁଷ୍ଠାନର…

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଜନ୍ମାଷ୍ଟମୀ ; ମନମୋହିଲା କୁନିକୁନି ଛାତ୍ରଛାତ୍ରୀଙ୍କ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆଜି ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି I ବିଶେଷ କରି ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କୁନିକୁନି ଛାତ୍ରଛାତ୍ରୀଙ୍କ ରାଧାକୃଷ୍ଣ ବେଶ…

କୁଶାକ ଏବଂ ସ୍ଲାଭିଆର ନୂତନ ପ୍ରକାର ଆରମ୍ଭ ସହିତ ସ୍କୋଡା ଅଟୋ ଇଣ୍ଡିଆ ଉତ୍ସବ ପାଳନ କରୁଛି

· ଅନିକ୍ସ ପ୍ଲସ ପ୍ରକାରକୁ କୁଶାକ ପ୍ରବେଶ କରାଇଛି · ସ୍ଲାଭିଆ ଏକ ଏମ୍ବିସନ ପ୍ଲସ ଟ୍ରିମ ପାଇଛି · ଏକ ଆକର୍ଷଣୀୟ ମୂଲ୍ୟରେ ଉଭୟ କାର ଏକ ସ୍ୱତନ୍ତ୍ର କ୍ରୋମ ପେକିଜ ଏବଂ ଅତିରିକ୍ତ ଆନୁଷଙ୍ଗିକତା ସହିତ ଆସିଥାଏ · ଉଭୟ ପ୍ରକାର ପାଇଁ ସ୍ୱତନ୍ତ୍ର ବିନିମୟ ଏବଂ କର୍ପୋରେଟ…

ମୋଦୀ ସରକାରରେ ଦେଶର ସମ୍ବଳ ଉପରେ ଦଳିତ ଓ ଆଦିବାସୀଙ୍କର ପ୍ରଥମ ଅଧିକାର ରହିଛି: ଅମିତ ଶାହ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲାଠାରେ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ ଶୁଭାରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଶ୍ଚିତ କରାଇ କହିଛନ୍ତି ଯେ, କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟିକରଣରେ ନିୟୋଜିତ ରହି ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଧୂଳିସାତ୍‍ କରିଦେଇଛି । ସେ…

ବିବେକାନନ୍ଦ ଶିକ୍ଷା କେଦ୍ରରେ ଜନ୍ମାଷ୍ଟମୀ ଉତ୍ସବ ସହିତ ପାଳିତ, ବିଶ୍ବହିନ୍ଦୁ ପରିଷଦର ସ୍ଥାପନା ଦିବସ।

ଭଞ୍ଜନଗର{ ଉଦୟନାଥ ପଣ୍ଡା}: ସନାତନି ଆର୍ଯ୍ୟାବର୍ତ୍ତର ବିକାଶ ସେବା ସଂସ୍ଥା,ଟ୍ରଷ୍ଟ ଦ୍ଵାରା ପରିଚାଳିତ ତିଳିସିଂଗି ଗ୍ରାମର "ବିବେକାନନ୍ଦ ଶିକ୍ଷା କେଦ୍ରରେ ଆଜି, ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୀତି ନୀତି ଅନୁସାରେ ପାଳିତ ହୋଇଯାଇଛି। ଆଜି ସେପ୍ଟେମ୍ବର ୬ ତାରିଖ, ପବିତ୍ର ଜନ୍ମାଷ୍ଟମୀ ବା…

ଏ ବି ସି ଡି ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :-ପଦ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ABCD ର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ସଭାପତି ଅନିଲ କୁମାର ବେହେରା ଙ୍କ ଅଧ୍ୟକ୍ଷ୍ୟତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ତା.୨୦.୦୯.୨୦୨୩ ବୁଧବାର ଓ…

ନକଲି ୱାଟର ପ୍ୟୁରିଫାଏର୍‌ ଡିଲର, ସର୍ଭିସ୍‌ ପ୍ରୋଭାଇଡର ଏବଂ ନିର୍ମାତାଙ୍କ ବିରୋଧରେ ୟୁରେକା ଫୋର୍ବସ୍‌ ପକ୍ଷରୁ…

10ଟି ସହରର 30ଟି ସ୍ଥାନରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଏବଂ ଆଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସ୍ଥାନୀୟ କମିଶନର ଓ ପୁଲିସ ସହାୟତାରେ ବିପୁଳ ପରିମାଣର ନକଲି ଉତ୍ପାଦ ଜବତ…

ପଲସାପାଲି ରେ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ବିଧାୟିକା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ପଲସାପାଲି ଠାରେ ଏକ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜୋନ ୦୧ ଜିଲ୍ଲା ପରିଷଦ ପୂର୍ଣିମା ରଣା, ସମିତି…

ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ଗୁରୁ ଦିବସ ପାଳିତ

ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ:  ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମର ଝୋଳ ଠାରେ ଅବସ୍ଥିତ ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ରେ ଗୁରୁଦିବସ ପାଳନ ହୋଇଥିଲା l ଏଥିରେ ସ୍କୁଲ୍ ର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଵଂ ସ୍କୁଲ୍ ର ନିର୍ଦ୍ଦେଶକ ଗିରିଧର ପାଢ଼ୀ ଙ୍କ ଉପସ୍ଥିତି ରେ…

ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଗାଇସିଲାଟ/ମନ ଡନସନା- ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ଆଡମ୍ବର ସହକାରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ତଥା ନନ୍ଦରାଜା ଭୂମିକାରେ ଅବସରପ୍ରାପ୍ତ ବ୍ଲକ କୁଷି ସଂପ୍ରସାରଣ ଅଧିକାରୀ ନନ୍ଦକିଶୋର ଯୋଷୀ ଓ ତରଙ୍ଗିନି ଯୋଷୀ ଯୋଗଦେଇଥିଲେ। ଏହି କାର୍ୟ୍ଯକ୍ରମରେ ପୂଜାମଣ୍ଡପ…