ଭତ୍ତା ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଗୁହାରୀ ଜଣାଇଲେ ବୃଦ୍ଧ ବୃଦ୍ଧା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସଭାରେ ଯୋଗ ଦେବା ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀ ଗୁମ୍ମା ଗସ୍ତ କରିଥିଲେ। ଏହି ସମୟରେ କିଛି ବୃଦ୍ଧ ବୃଦ୍ଧା ଗତ କିଛି ମାସ ଧରି ବିଧବା ଭତ୍ତା ,…

ବିକାଶ ଧାରା ଓଡ଼ିଶାସାରା ଡେରାବିଶ ବ୍ଲକରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଉପସ୍ଥାପନ ।

କେନ୍ଦ୍ରାପଡା:20,06(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା “ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ଡେରାବିଶ ବ୍ଲକ ପକ୍ଷରୁ ଚାଟରା ଚକଡାସ୍ଥିତ କଲ୍ୟାଣୀ ମଣ୍ଡପରେ ଏକ ବ୍ଲକସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

୨୫ ହଜାର କୋଟିର କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ

ଝାରସୁଗୁଡ଼ା : ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଖଡ଼ସା ଅଞ୍ଚଳରେ ପ୍ରସ୍ତାବିତ କୋଲ ଗ୍ୟାସିଫିକେସନ୍-ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ ଶନିବାର ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ…

ଜେକେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ ତମ ଜନ୍ମଦିନ ପାଳନ

 ରାୟଗଡ଼ା ରକ୍ତ ଭଣ୍ଡାର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ରାୟଗଡ: ଜେକେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ ତମ ଜନ୍ମଦିନ ପାଳନ ଅବସରରେ ରାୟଗଡ଼ା ରକ୍ତ ଭଣ୍ଡାର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ…

ଆଗାମୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଆର୍.ବି. ହାଇସ୍କୁଲ ସମ୍ମିଳନୀ କକ୍ଷରେ ଆଗାମୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମହାନ ସାରସ୍ୱତ ସାଧକ, ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ପ୍ରଫେସର ନାରାୟଣ ପୃଷେଠଙ୍କ ଜୟନ୍ତୀ ସମାରୋହ ଗମ୍ଭୀର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର…

ପାଇପ ଫାଟିବାରୁ ପତ୍ରାପାଲିରେ ଜଳ ସଙ୍କଟ, ଦାୟିତ୍ୱ ନେବାକୁ ନାରାଜ ଠିକାଦାର

ଝାରସୁଗୁଡ଼ା :ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଧୀନ ପରମାଣପୁର ପଞ୍ଚାୟତର ପତ୍ରାପାଲି ଗ୍ରାମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ମେଗା ଜଳ ଯୋଗାଣ ପ୍ରକଳ୍ପର ପାଇପ କ୍ଷତିଗ୍ରସ୍ତ ହୋଇଥିବାରୁ ଗତ ୧୫ ଦିନ ଧରି ଜଳ ଯୋଗାଣ ବନ୍ଦ ରହିଛି। ଏଥିପାଇଁ ଗ୍ରାମବାସୀ ଗୁରୁତର ପାନୀୟ ଜଳ…

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକ…

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଏବଂ ସଭ୍ୟଙ୍କ ସୁନ୍ଦରଗଡ଼ ଗସ୍ତ ଅବସରରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲାକୁ ଶ୍ରମ ମୁକ୍ତ କରିବା ନେଇ ଆଲୋଚନା କରାଯାଇଥିଲା। ଏଥିରେ ଆୟୋଗର ମାନ୍ୟବର…

ଯୁବ ମିଠା ବ୍ୟବସାୟୀ ମାନଙ୍କ ସୁବିଧାଅସୁବିଧା ବୁଝିଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଭିନଳା ଗ୍ରାମ ଗ୍ରସ୍ତ କରିଥିଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ। ଏହି ଗ୍ରାମ ରେ ବହୁ ବର୍ଷ ଧରି ମିଠା ବ୍ୟବସାୟ କରିଆସୁଛନ୍ତି, ବର୍ତ୍ତମାନ ମଧ୍ୟ ଯୁବକ ମାନେ ମିଠା ବ୍ୟବସାୟ କରି ନିଜ ପରିବାର ପୋଷଣ…

ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ଦାବିରେ ଗଜପତି ଜିଲ୍ଲା ସରପଞ୍ଚ ସଂଘର ଶାନ୍ତିପୂର୍ଣ୍ଣ ବିକ୍ଷୋଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରପଡା ଜିଲ୍ଲା ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଦୁର୍ବବ୍ୟହାର , ମାଡ଼ ମରାଯିବା ଏବଂ ମିଥ୍ୟା ମାମଲାରେ ଗିରଫ କରାଯିବା ଆଦିକୁ ନେଇ ରାଜ୍ୟ ସରପଞ୍ଚ ସଂଘର ଆହ୍ବାନ କ୍ରମେ ଗଜପତି ଜିଲ୍ଲା ସରପଞ୍ଚ ସଂଘର…

ବିପର୍ଯ୍ୟୟ ମୁକାବିଲା ପାଇଁ ବାତ୍ୟାଶ୍ରୟ ସ୍ଥଳୀରେ ମକଡ୍ରିଲ୍

ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପ୍ରାକୃତିକ ବିପର୍ଯ୍ୟୟ ବେଳେ ଧନଜୀବନ ସୂରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଅସ୍ତରଙ୍ଗବ୍ଲକ ଅଞ୍ଚଳ ର ୧୭ଟି ବାତ୍ୟାଶ୍ରୟସ୍ଥଳୀରେ ମକଡ୍ରିଲ୍ (ସାମୁହିକ ଅଭ୍ୟାସ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଝାଡଲିଙ୍ଗ ପଞ୍ଚାୟତ ମଧୁପୁର ଆଶ୍ରୟସ୍ଥଳୀ କାର୍ଯ୍ୟକ୍ରମରେ…