୧୨ ଦଫା ଦାବି ନେଇ ଗଜପତିରେ ନର୍ସିଂ ଅଫିସରମାନେ କଳା ବ୍ୟାଚ ପରିଧାନ କଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ନର୍ସିଂ ଅଫିସରମାନେ ସେମାନଙ୍କ ୧୨ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଆଜି (ଗୁରୁବାର ଦିନ) ଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି। ନର୍ସିଂ ଅଫିସରମାନେ କଳା ବ୍ୟଚ ପରିଧାନ କରି ସବୁ ଦିନ ଭଳି ସେମାନଙ୍କ କାର୍ଯ୍ୟ…

ଅଶ୍ଳୀଳ ଫୋଟ ଓ ଭିଡିଓ ଭାଇରାଲ କରି ଯୁବକ ଗିରଫ

ସାରସକଣା /ଦିପୁ ମହାପାତ୍ର: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଝାଡ଼ପୋଖରିଆ ଥାନା ଅଂଚଳରେ ଘଟିଯାଇଛି ଏକ ଲଜ୍ୟା ଜନକ ଅଭାବନୀୟ ଘଟଣା। ସୂଚନା ମୁତାବକ ଜଣେ ବିବାହିତ ମହିଳାଙ୍କ ଆପତ୍ତି ଜନକ ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ । ଯୁବକ ଜଣକ ହେଲେ…

ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ପାଠଚକ୍ର

ଯୋଗଦେଲେ 20 ବିଦ୍ୟାଳୟର ଛାତ୍ରଛାତ୍ରୀ; ଛାତ୍ରୀ ସୁପ୍ରିୟା ନାୟକ ରାଜ୍ୟସ୍ତରକୁ ମନୋନୀତ ବେଲଗୁଣ୍ଠା,- (ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ଗଞ୍ଜାମ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା…

ଗୁରୁ ଶିଷ୍ୟ ପରମ୍ପରାର ମହାନତା ଦେଖାଇଲେ ୧୯୯୮ବ୍ୟାଚର ଛାତ୍ର

ଓଡ଼ଗାଁ,୭।୯(ଶ୍ରୀକାନ୍ତ କୁମାର ମିଶ୍ର): ଆଧୁନିକତାର ପ୍ରଭାବରେ ଦିନକୁ ଦିନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ନୈତିକ ସ୍ଖଳନ ବୃଦ୍ଧି ପାଉଥିବା ବେଳେ ଓଡ଼ଗାଁ ଅଞ୍ଚଳରେ ତାହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶିକ୍ଷକ ମାନଙ୍କୁ ଭଲପାଉଥିବା ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣ…

ପଣ୍ୟାଗାର ନିଗମ ଅଧ୍ଯକ୍ଷ ମହେନ୍ଦ୍ର ବଢ଼େଇ ଙ୍କ ପରଲୋକ : ବିଧାୟିକାଙ୍କ ଶୋକ l

ଭୁବନେଶ୍ବର - ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ ହୋଇଛି । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତ ୨୦୨୨ ମସିହା ନଭେମ୍ବର ମାସରେ…

ଏସ୍‌ପିସିବି ପକ୍ଷରୁ ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

ନିର୍ମଳ ବାୟୁ ପାଇଁ ଜନ ସହଭାଗିତା ଜରୁରୀ ରାଉରକେଲା, (ବସନ୍ତ କୁମାର ଜେନା) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ରାଉରେକଲା ଆଂଚଳିକ ଶାଖା ପକ୍ଷରୁ " ନୀଳ ଆକାଶ ପାଇଁ ନିର୍ମଳ ବାୟୁ ସମ୍ପର୍କିତ ଅନ୍ତର୍ଜାତୀୟ ଦିବସ" ଆଜି ଆରଏସପି ର ସିପିଟିଆଇ ଅଡିଟୋରୀୟମ ଠାରେ ଅନୁଷ୍ଠିତ…

ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ନାଟକର ପାଣ୍ଡୁଲିପି ଉନ୍ମୋଚନ

ରାଉରକେଲା(ବସନ୍ତ କୁମାର ଜେନା):- ସହରର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ଓ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗୁରୁଦିବସ ପାଳନ ସଭାପତି ମନୋରଞ୍ଜନ ଦାସ ଙ୍କ ପୌରହିତ୍ବତରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଉପସ୍ଥିତ ସଦସ୍ୟ ସଦସ୍ୟା ଓ…

ବ୍ୟାଙ୍କ ଆକାଉଣ୍ଟରେ ଅଚାନକ ପହଞ୍ଚିଲା ହଜାର ହଜାର ଟଙ୍କା, ବ୍ୟାଙ୍କରେ ଗ୍ରାହକଙ୍କ ଭିଡ ।

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ ଅଚାନକ ବ୍ୟାଙ୍କ ଆକାଉଣ୍ଟରେ ହଜାର ହଜାର ଟଙ୍କା ଡିପୋଜିଟ ହୋଇଥିବା ନେଇ ମୋବାଇଲକୁ ମେସେଜ ଆସିବା ପରେ ଆଜି ବ୍ୟାଙ୍କରେ ଗ୍ରାହକ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଜଣେ ନୁହେଁ କି ଦୁଇ ଜଣ ନୁହେଁ ଶତାଧିକ ଲୋକଙ୍କ ଆକାଉଣ୍ଟକୁ ଆସିଥିଲା ଟଙ୍କା ।…

ନିୟମଗିରି ର ପାରସେଲି ଅଞ୍ଚଳ ରେ ପ୍ରଫୁଲ ସାମନ୍ତରାୟ ବିରୋଧ ରେ ପୋଷ୍ଟର ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ଅଞ୍ଚଳରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧୀ ଅଞ୍ଚଳ ର ନିରୀହ ଆଦିବାସୀ ଲୋକଙ୍କୁ ଢାଲ ସଜାଇ ଟଙ୍କା ଲୁଟ ଦର୍ଶାଯାଇଥିବା ପାର୍ଷଲି ପଞ୍ଚାୟତରେ ପୋଷ୍ଟର ବିଭିନ୍ନ କାଁଥ ବାଡ଼ ରେ ଲଗାଯାଇଥିବା ଦେଖିବାକୁ ମିଳିଛି…

ସୌମ୍ୟରଞ୍ଜନଙ୍କୁ ଓଝାଳିଲେ ଅରୁଣ

ସୌମ୍ୟଙ୍କ କାଉଣ୍ଟର ପାଇଁ ଅରୁଣଙ୍କୁ ଉତାରିଲା ବିଜେଡି https://youtu.be/5MR5znG_ENk ଭୁବନେଶ୍ୱର : ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ସୌମ୍ୟରଞ୍ଜନ ହାରିହାରି ବିଜୁ ଜନତାଦଳରୁ ପ୍ରାର୍ଥୀ ହୋଇ ଖଣ୍ଡପଡାରୁ ଜିତିଥିଲେ…