ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଦୃଷ୍ଟିହୀନଙ୍କ ପାଇଁ ସହାୟକ ଜ୍ଞାନକୌଶଳ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
- ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍ ଲ୍ୟାବ୍, ସବଳ ଓ ସକ୍ଷମ ଦ୍ୱାରା ୩୯ ଜଣଙ୍କୁ ତାଲିମ ପ୍ରଦାନ
ସୁକିନ୍ଦା: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣିର ସବଳ ସେଂଟରରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି। ଏଥିରେ…