ଗମନା ଗମନ ସୁବିଧା ପାଇଁ ପ୍ରଶାସନଙ୍କୁ ଗ୍ରାମବାସୀଙ୍କର ଅଭିଯୋଗ

ଜଗତସିଂହପୁର ତା - ୯ . ୯ . ୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଖଏରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଣସାହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ରାସ୍ତାର ସୁବିଧା ନଥିବାରୁ ପ୍ରାୟ କୋଡିଏଟି ପରିବାର ଲୋକମାନେ ବହୁତ ହଇରାଣ ହେଉଛନ୍ତି l ଲଗାତାର ବର୍ଷା ଯୋଗୁଁ…

ଗାନ୍ଧୀ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ବସନ୍ତ କୁମାର ଜେନା):- ମହିନ୍ଦ୍ରା ଫାଇନାନ୍ସ ଓ ଦେଓଗାଁ ସ୍ଥିତ ଗାନ୍ଧୀ ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଚନ୍ଦ୍ରିକା ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା…

କାଶୀପୁର ଠାରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳିତ ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ଅନ୍ତର୍ଜାତୀୟ ଶିକ୍ଷା ଦିବସ ଧୁମଧାମରେ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ କଣ୍ଠେଶ୍ୱର ମାଝି,ଉପଧକ୍ଷା କୁନି କୁମାରୀ ନାଏକ , ସମିତି…

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-09/09,-ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ ପକ୍ଷରୁ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପଟ୍ଟନାୟକ ଉଦ୍ଘାଟକ କରି କାର୍ଯ୍ୟକ୍ରମର…

ସାମ୍ବାଦିକଙ୍କ ପିତୃ ବିୟୋଗ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-09/09, -ଦୈନିକ ଖବର କାଗଜ ସମୟର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ଜଗନ୍ନାଥ ନାୟକଙ୍କ ପିତା କୈଳାସ ନାୟକ (52) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I କୈଳାସ ଆଜି ସକାଳେ ଅସୁସ୍ଥ ଅନୁଭବ କରିବା ସହିତ ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ସ୍ଥିତ ନିଜ ବାସଭବନରେ…

ବିଦ୍ୟାଳୟରୁ ଫେରି ଘରେ ଟଳି ପଡ଼ିଲେ ଶିକ୍ଷକ ସନ୍ତୋଷ ପ୍ରଧାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-09/09, -ଆଜି ବେଲଗୁଣ୍ଠା ବ୍ଳକ୍ ବାଙ୍କଲିଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକରୁଥିବା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ(52) ଆକସ୍ମିକ ମୃତ୍ୟୁ ବରଣ କରିବା ଯୋଗୁଁ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛୟା ଖେଳିଯାଇଛି I ସୂଚନା ପ୍ରକାରେ ଆଜି ଶିକ୍ଷକ ସନ୍ତୋଷ…

ଜୋର ଧରିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

https://youtu.be/6eflc1ZSrx8 ପୂର୍ବ ଗୌରବକୁ ଫେରେଇ ଦିଅ ରାଜ୍ୟ ସରକାର ବ୍ଲକ ସମ୍ମୁଖରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଅନିର୍ଦ୍ଦିଷ୍ଟ ଗଣଧାରଣା ଯଦି ଜିଲ୍ଲାର ପୁନରଗଠନ ହୁଏ ତେହେଲେ ଜୁନାଗଡ଼ ହେବ ଜିଲ୍ଲା : ବିଧାୟକ ଦିବ୍ୟଶଙ୍କର ମିଶ୍ର ଜୁନାଗଡ଼ /ଆଦିତ୍ୟ…

ସୌମ୍ୟଙ୍କୁ ଚେକ : ଭାପୂର ବ୍ଲକରେ ନୂଆ ସଭାପତି

ଭୁବନେଶ୍ୱର : ସୌମ୍ୟରଂଜନ ପଟ୍ଟନାୟକଙ୍କୁ ନେଇ ବିଜେଡିରେ ଝଡ ଚାଲିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେଉଁ ମୁହୂର୍ତ୍ତରେ ହେବ ତାକୁ ଅପେକ୍ଷା ଥିବା ବେଳେ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭାପୁର ବ୍ଲକରେ ଦିଆଯାଇଛି ନୂତନ ନିଯୁକ୍ତି | ଜିତେନ୍ଦ୍ର କୁମାର ରଣସିଂହଙ୍କୁ ଜିଲ୍ଲା…

କାଶୀପୁର ଠାରେ ଶିକ୍ଷକଙ୍କ ସମୂହ ଗଣଧାରଣା ।

 ଶିକ୍ଷାବ୍ୟବସ୍ତା ବିପର୍ଯ୍ୟସ୍ତ, ସେପଟେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତ। ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଆଜିଠାରୁ ୩ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ୭୪୬ ଜଣ ଶିକ୍ଷକଙ୍କ ଗଣଧାରଣା ଆରମ୍ଭ ହେଇଯାଇଛି ।ଦୀର୍ଘଦିନ ଧରି…

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶ୍ରୀ ଅମିତ ଶାହଙ୍କର ଦିଲ୍ଲୀ ଇସ୍କନ ମନ୍ଦିରରେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ପବିତ୍ର ଶ୍ରୀକୃଷ୍ଟ ଜନ୍ମୋତ୍ସବ ଉପଲକ୍ଷେ ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ଥିବା କୈଳାସ ଜିଲ୍ଲାର ପୂର୍ବରେ ଅବସ୍ଥିତ ଇସ୍କନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧି ନିମନ୍ତେ ସେ ଭଗବାନ…