ଉତ୍ସବ ମୂଡ଼ରେ ଓଡିଶା ସରକାର, ଏଣେ ବର୍ବରତାର ସୀମାପାର : ବିଜେଡି
କଲ୍ୟାଣପୁରରେ ଭିଡହିଂସା ଘଟଣା : ରାଜ୍ୟରେ ପ୍ରଥମ, ଭିଡହିଂସାରେ ବିବସ୍ତ୍ର ହେଲେ ମହିଳା
ନାରୀ ସୁରକ୍ଷା ପାଇଁ କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର
ଦିନେ ଶାନ୍ତି ପାଇଁ ଓଡିଶା ପାଉଥିଲା ଯଶ, ଏବେ ଭିଡହିଂସା ପାଇଁ ମୁଣ୍ଡାଇଛି ଅପଯଶ…