ବ୍ରାହ୍ମଣୀ ପର୍ବତରେ ଇନ୍ଦ୍ର ପୂଜା ସମ୍ପନ୍ନ

ଜମନକିରା ୨୨/୦୯/୨୦୨୩ : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସାଉତିମାଲ୍ ଗ୍ରାମର ବ୍ରାହ୍ମଣୀ ପର୍ବତ ଚୋଟିରେ ଆଜି ପୂଜା ବିଧି ସହକାରେ ଇନ୍ଦ୍ର ପୂଜା ସମ୍ପନ୍ନ ହୋଇଯାଇଛି । ଏହି ପୂଜା ଯଜ୍ଞ କାର୍ଯ୍ୟକ୍ରମରେ ପୂଜକ ଭାବରେ ଭକ୍ତବନ୍ଧୁ ନାଥ ପୂଜା ଅର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବରେ…

ଏବିସିଡି ନୂଆଁଖାଇ ଭେଟଘାଟ ରୌପ୍ୟ ଜୟନ୍ତୀ ଉଦଯାପିତ l

https://youtu.be/E9r47UPXbr0 ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଗୁରୁବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ଆରବି ହାଇସ୍କୁଲ ପ୍ରାଙ୍ଗଣ ରେ ଥିବା ଗଙ୍ଗାଧର ମଣ୍ଡପ ଠାରେ ପଦ୍ମପୁର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ଦ୍ୱାରା ଆୟୋଜିତ ବୋଡ଼ାସମ୍ବର ନୂଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ର…

ପୁଣି କଳଙ୍କ, ନାବାଳିକା କୁ ଦୁଷ୍କର୍ମ କଲା ବିଦ୍ୟାଳୟ ପିଅନ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଡଙ୍ଗାସିଲ ବାଳିକା ସେବାଶ୍ରମ ରେ ସମାଜକୁ ଲଜ୍ଜିତ କଲା ଭଲି ଏକ ଘଟଣା ଘଟିଛି ଯାହାକି ସମାଜକୁ ସର୍ମସାର କରିଦେଇଛି । ସୂଚନା ମୁତାବକ ସେହି ବାଳିକା ସେବାଶ୍ରମ ରେ ୩ୟ ଶ୍ରେଣୀର ପାଠ ପଢୁଥିବା ଗୋଟେ କୋମଳ ମତି ନାବାଳିକାକୁ…

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିମିତ୍ତ ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆସନ୍ତା ସେପ୍ଟେମ୍ବର ଚବିଶି ତାରିଖ ରବିବାର ଦିନ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବ I ଏନେଇ ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ମହାରାଜା ଶ୍ରୀ ଗୌରଚନ୍ଦ୍ର ଗଜପତି ସଭାକକ୍ଷ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ପ୍ରଶିକ୍ଷଣ ପରିଷଦ, ଭୁବନେଶ୍ୱର ଆନୁକୁଲ୍ୟରେ ଓ…

ବିଶ୍ଵ ଶାନ୍ତି ଦିବସ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ପର୍ଯ୍ୟବେକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ଵାବଧାନରେ ଏକ ରାଲି…

ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାଚିତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ଯୁକ୍ତ ତିନିର ପ୍ରଥମବର୍ଷର ଓଡିଆ ଅନର୍ସ ଛାତ୍ରୀଗଣ ସ୍ଵଇଚ୍ଛାରେ କଲେଜ ପରିସରରେ…

ମୋଟରସାଇକେଲ ଚୋରକୁ କାବୁ କରି ପୋଲିସକୁ କଲେ ହସ୍ତାନ୍ତର ସ୍ଥାନୀୟ ଜନତା ।

ସାରସକଣା :: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲାର ଝାରପୋଖରିଆ ଅଞ୍ଚଳରେ ପୂର୍ବରୁ ସାଇକେଲ ଏବଂ ମୋଟରସାଇକେଲ ଚୋର ମାନଙ୍କ ଉତ୍ପାତ ଥିବାବେଳେ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଝାରପୋଖରିଆ ବଜାର ସାପ୍ତାହିକ ହାଟ ହେଉଥିବା ବେଳେ ଲୋକମାନେ ଏକ ମୋଟରସାଇକେଲ ଚୋର କୁ ଧରି ପୋଲିସ କୁ ହସ୍ତାନ୍ତର କରିଥିଲେ…

ଛତ୍ରପୁର ବ୍ଲକ୍ ଅଞ୍ଚଳର ପାରମ୍ପରିକ ଲୋକକଳା ଦଳଙ୍କୁ ପ୍ରଶିକ୍ଷଣ

ଗଞ୍ଜାମ,( ନିଲୁ ବିଷୋୟୀ) :- ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଞ୍ଚଳର ସମସ୍ତ ଗ୍ରାମାଞ୍ଚଳରେ ପାରମ୍ପରିକ ଲୋକକଳା ମାଧ୍ଯମରେ ସରକାରଙ୍କ ଜନହିତକର ଯୋଜନା ଗୁଡିକର ପ୍ରଚାର ପ୍ରସାର କରାଯିବ । ଏଥିନେଇ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପରେ ବ୍ଲକ୍ ସ୍ତରୀୟ ପାରମ୍ପରିକ ଲୋକକଳା ଦଳ ଚୟନ ଓ ପଞ୍ଜିକରଣ…