ସୀମାନ୍ତ ମହାବିଦ୍ୟାଳୟ ଜାତୀୟ ସେବାଯୋଜନା ଆନୁକୂଲ୍ୟରେ “ଜାତୀୟସେବାଯୋଜନା ଦିବସ” ପାଳିତ
ସାରସକଣା ରୁ ଦିପୁ ମହାପାତ୍ର : ଶାସକ ପ୍ରଶାସକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ରେ ଜାତୀୟ ସେବାଯୋଜନା NSS ରଯୁକ୍ତ ଦୁଇ ଓ ଯୁକ୍ତ ତିନି ଶାଖା ଆନୁକୂଲ୍ୟରେ "ଜାତୀୟସେବାଯୋଜନା ଦିବସ" ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବୁଦ୍ଧଦେବ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…