ପ୍ରାଣୀଜଗତ ଉପରେ ବି ପଡ଼ୁଛି ଜଳବାୟୁ ପରିବର୍ତନର ପ୍ରଭାବ

ଭୁବନେଶ୍ୱର, ଅକ୍ଟୋବର ୪: ଏକ ସୁରକ୍ଷିତ ପୃଥିବୀ ନିମନ୍ତେ ଧ୍ୱଂସ ସାଧନ ଓ ପ୍ରଦୂଷଣ ବିନା ବିକାଶ ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ମତ ପ୍ରକାଶ କରିଛନ୍ତି ।ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ…

ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ଆଜି ଭୋର ସକାଳ ପ୍ରାୟ ୫ଟା ସମୟରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ପାରୁଆଭାଡ଼ି ଗ୍ରାମର ମୁକ୍ତେଶ୍ଵର ଧାନ(୨୭) ଓ ପଣ୍ଡରିକଟା ଗ୍ରାମର ଦଧି…

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି” -୨୦୨୩

https://youtu.be/lwVfg0txCI4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗାନ୍ଧୀସ୍ମୃତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ''ସୁରଭି''-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଇବର୍ ସୁରକ୍ଷା ସଚେତନତା ୱେବିନାର

ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସାଇବର ଅପରାଧକୁ ରୋକନ୍ତୁ: ଆଇ.ଜି., କ୍ରାଇମବ୍ରାଞ୍ଚ  ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍ଏସ୍ଏସ୍ ସେଲ୍ ଓ ଓଡ଼ିଶା ପୋଲିସର ମିଳିତ ସହଯୋଗରେ ଆଜି ସାଇବର ସୁରକ୍ଷା ସଚେତନତା ୱେବିନାର ଅନୁଷ୍ଠିତ ହୋଇଯାଇଛିା ଏଥିରେ ମୁଖ୍ୟ ଅତିଥି ରୂପେ…

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ର ଦିନିକିଆ ଧର୍ମଘଟ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୧୦/୨୩ (ଇମିସ) ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ର ଡାକରା କ୍ରମେ ଆଜି ଡାବୁଗାଁ ଉପ ଡାକଘର ଅଧିନରେ ଥିବା ଗ୍ରାମୀଣ ଡାକ ସେବକ (ଜି ଡି ଏସ) ମାନେ ତିନି ଦଫା ଦାବୀ ନେଇ ଦିନିକିଆ ଧର୍ମଘଟ କରିଛନ୍ତି। ଯୋ ଦ୍ଵାରା ଆଜି ଜିଡିଏସ ମାନେ ଡାକ…

କୁଚିଣ୍ଡା ମହାବଦ୍ୟାଳୟ ରେ +୩ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରବେଶ ଉତ୍ସବ

ଜମନକିରା /କୁଚିଣ୍ଡା - କୁଚିଣ୍ଡା ମହାବିଦ୍ୟାଳୟରେ ଯୁକ୍ତ ତିନି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ନମନ୍ତେ 'ପ୍ରବେଶ ଉତ୍ସବ' ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷା ସୁଚିତ୍ରା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯକ୍ରମରେ ବରିଷ୍ଠ…

କଳାଦିବସ ପାଳନ କଲା ଚାଷୀ ସଂଗଠନ

ଜମନକିରା - ସାରା ଦେଶରେ ଉତ୍ତରପ୍ରଦେଶ ଲକ୍ଷିମପୁର କ୍ଷେରୀ ଚାଷୀ ହତ୍ୟାକାଣ୍ଡ କୁ ନେଇ ଆଜି ଅକ୍ଟୋବର ୩ ତାରିଖକୁ କଳା ଦିବସ ଭାବେ ପାଳନ କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ଭାଗ୍ୟଲକ୍ଷ୍ମୀ ସଂଗଠନ ତରଫରୁ , କେନାଢିପା ଯାତ୍ରା ମଣ୍ଡପରେ ଠାରେ ମଧ୍ୟ କଳା ଦିବସ…

ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ସଦସ୍ୟ ଘାସିରାମ ହରିଜନ ଙ୍କୁ ପୁରସ୍କୃତ କରିବେ ତ୍ରିଲଚନ…

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ ଅନୁଷ୍ଠିତ ଜିଲ୍ଲା ଓ.ୟୁ.ଡବ୍ଲୁ.ଯେ ସାମ୍ବାଦିକ ସଙ୍ଘ ର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଦେଖିବାକୁ ମିଳିଲା ଏପରି ଏକ ହୃଦୟ ସ୍ପର୍ଶି ମୁହୂର୍ତ୍ତ ଯାହାକୁ ନେଇ ଏବେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ଙ୍କ…

କ୍ଲଷ୍ଟର ସ୍ତରୀୟ “ସୁରଭି” – ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୀବା କ୍ଲଷ୍ଟର ଗୁମ୍ମା ବ୍ଲକ ଗଜପତି ଜିଲ୍ଲାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" - ୨୦୨୩ ଓ ଓଡିଶା ମିଲେଟ୍ ମିଶନ୍ ପ୍ରତିଯୋଗିତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରସିକରାଜପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜୀବା କ୍ଲଷ୍ଟର…

ଓଡିଆ ବିଭାଗର ‘ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ’ ଅବସରରେ ଆଲୋଚନାଚକ୍ର

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର-୪ସ୍ଥିତ ରାଉରକେଲା କଲେଜର 'ଓଡିଆ ବିଭାଗ ତରଫରୁ 'ସ୍ବାଗତ ସମ୍ବର୍ଦ୍ଧନା ଓ ସମାବର୍ତ୍ତନ ଉତ୍ସବ' ଅବସରରେ 'ଜାତି ଗଠନରେ ମାତୃଭାଷାର ଭୂମିକା' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । 'ତିନୋଟି ପର୍ବ' ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ…