ତଥ୍ୟକୁ ଗୋପନ ରଖି ମିଛରେ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଅନୁଚିତ୍ – ଧର୍ମେନ୍ଦ୍ର ପ୍ରଧାନ
MMDR ସଂଶୋଧନ ବିଲ୍ -୨୦୨୬କୁ ନେଇ ନବୀନ ପଟ୍ଟନାୟକଙ୍କ ପତ୍ରର ପ୍ରତ୍ୟୁତ୍ତର ରଖିଲେ ସାଂସଦ
• ନୂଆ ଆଇନ ଦ୍ୱାରା ଖଣିଜ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ; ଓଡ଼ିଶା ତା'ର ନିଲାମ ପ୍ରିମିୟମର ୧୧୦%, ୧୫% ରୋୟାଲଟି ଓ ଡିଏମଏଫ ପାଣ୍ଠି ସମ୍ପୂର୍ଣ୍ଣ ପାଇବ• ୨୦୧୪!-->!-->!-->!-->!-->…