“ପ୍ରଚାର ସର୍ବସ୍ୱ ରାଜ୍ୟ ଯୋଜନାର କରୁଣ ପରିଣତି”
୧୧ଜଣ ଜୁଆଙ୍ଗଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପ୍ରତିଫଳନ : ସତ୍ୟବ୍ରତ ପଣ୍ଡା
ସରକାରୀ ଅବହେଳା ଓ ପ୍ରଶାସନିକ ଉଦାସିନତା ଯୋଗୁଁ କେନ୍ଦୁଝର ଜିଲ୍ଲା ସମେତ ସମଗ୍ର ଓଡିଶାର ଆଦିବାସୀ ଜନଜାତିଙ୍କ ପାଇଁ ବିକାଶ ଅପହଂଚ
ବିଜେପିର ଏକ ପ୍ରତିନିଧି ଦଳ ବିଧାୟକ ତଥା…