‘ମିଡିଆର ଅବକ୍ଷୟ ପାଇଁ ଗଣ ସମପରିମାଣରେ ଦାୟୀ’

ଭୁବନେଶ୍ୱର,୨୭ା୧୦: କିଛି ଗଣମାଧ୍ୟମ ଗୋଦି ମିଡିଆର ଭୂମିକାରେ, କିନ୍ତୁ ସବୁ ଗଣମାଧ୍ୟମ ଯେ ନିଜର ଧର୍ମ ପାଳନ କରୁନାହାନ୍ତି ବୋଲି କହିବା ଭୁଲ ହେବ । ତେବେ ଗଣମାଧ୍ୟମର ଯେଉଁ ଅବକ୍ଷୟ ସାମ୍ନାକୁ ଆସୁଛି ଏଥିପାଇଁ ସମ ପରିମାଣରେ ଗଣ ମଧ୍ୟ ଦାୟୀ । ଗଣଙ୍କ ମଧ୍ୟରେ ଚେତନାର ଜାଗୃତିରେ ଗଣମାଧ୍ୟମର…

ଭାରତର ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ: ୫ଜି ଲ୍ୟାବ ସ୍ଥାପନ ନିମନ୍ତେ ମନୋନୀତ

ଭୁବନେଶ୍ୱର,୨୭/୧୦ : କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା ୫ଜି ଲାବୋରେଟୋରୀ ସ୍ଥାପନ ନିମନ୍ତେ ମନୋନୀତ ଦେଶର ୧୦୦ଟି ଉଚ୍ଚ ଶିକ୍ଷାନୁ୍ଷ୍ଠାନ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି ।ଶୁକ୍ରବାର ନୂଆଦିଲ୍ଲୀ ଠାରେ ଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସ୍…

ଦେଶର ଅପହଞ୍ଚ ଅଞ୍ଚଳକୁ ଉପଗ୍ରହଭିତ୍ତିକ ଗିଗାବିଟ୍ ପ୍ରଯୁକ୍ତି ସହ ଯୋଡ଼ିବ “ଜିଓ ସ୍ପେସ୍ ଫାଇବର’’

- ପୃଥିବୀ, ବାୟୁ, ସମୁଦ୍ର ଓ ମହାକାଶ ସବୁ ସ୍ଥାନ ଓ ସବୁ ଜିନିଷକୁ ଯୋଡ଼ିବ ଜିଓ - ଗ୍ରାମୀଣ ଭାରତ ଓ ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ୍ ଇଟଂରନେଟ୍ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର - ଦୂରଦୂରାନ୍ତ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆସିବ ବୈପ୍ଳବିକ ପରିବର୍ତନ -…

ଜଗତସିଂହପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାର ଆଜି ଆଠୋଟି ବ୍ଲକରେ ଆମ ଓଡିଶା ନବୀନ ଓଡିଶାର ଶୁଭରାମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଜିଲ୍ଲାର ଆଠୋଟି ବ୍ଲକ ତଥା ନାଉଗାଁ, ଜଗତସିଂହପୁର, ତିର୍ତ୍ତୋଲ, ବିରିଡି, ରଘୁନାଥପୁର, କୁଜଙ୍ଗ,…

ଗଞ୍ଜାମ ବୁଢ଼ାମ୍ବ ରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ ଓ ଗଉଷପାକ ଉରୁଷ l

ଗଞ୍ଜାମ :( ସେକ୍ କୌଶର ):ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବୁଢ଼ାମ୍ବ ଗ୍ରାମରେ ବଡ ଆଡମ୍ବରେ ପାଳିତ ହୋଇଛି ଗ୍ୟାରିମ ସରିଫ, ବୁଢ଼ାମ୍ବ ଗ୍ରାମର ମସଜିତ ଇମାମ ସାହେବ.ସଗିର ଆହେମଦ,ଙ୍କ ନିର୍ଦେଶ କ୍ରମେ ପ୍ରତେକ ବର୍ଷ ଏକ ଗଉଷପାକ ଉରୁଷ ଗ୍ୟାରିମ ସରିଫ ଅନୁଷ୍ଠିତ ହେଉଛି,ଏହି ଉରୁଷ ରେ…

ଭଞ୍ଜନଗରରେ ନୂତନ ଉପଜିଲ୍ଲାପାଳ ଙ୍କ ଯୋଗଦାନ।

ଭଞ୍ଜନଗରରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ରେ ନୂତନ ଉପଜିଲ୍ଲାପାଳଭାବେ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଯୋଗଦାନ କରିଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର , ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ଶ୍ରୀ ଅନିଲ କୁମାର ପଣ୍ଡା,ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ବଂଶୀଧର ବେହେରା,…

୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବେଲଗୁଣ୍ଠା ଥାନା ଅର୍ନ୍ତଗତ ଧୁମୁଛାଇ ଗ୍ରାମରେ ବେଲଗୁଣ୍ଠା ପୋଲିସ ଚଢଉ କରି ୨୦ ଲିଟର ଦେଶୀ ମଦ ଜବତ କରିବା ସହିତ ଜଣକୁ ଗିରଫ କରିଥିବା ଖବର ମିଳିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଆଜି ଦିନ ୧୦ ଟା ବେଳେ ବେଲଗୁଣ୍ଠା ପୋଲିସ…

ବଂଶୀଧର ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ବଂଶୀଧର ସ୍ମୃତି କମିଟି ସଭାପତି ଡ଼. ରଙ୍ଗନାଥ ବେହେରାଙ୍କ ସଭାପତିତ୍ୱରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ, ନାଟ୍ୟକାର, ସମାଜସେବୀ ତଥା ନୟାଗଡ଼ର ପୂର୍ବତନ ବିଧାୟକ ସ୍ବର୍ଗତ ବଂଶୀଧର ସାହୁଙ୍କ ପଞ୍ଚମ ଶ୍ରାଦ୍ଧ…

ଉଲ୍ଲାସ ବେହେରାଙ୍କ ବିୟୋଗରେ ଶୋକସଭା

ଜଗତସିଂହପୁର,ତା-୨୬.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତର୍ତ୍ତଙ୍ଗ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଲଢ଼ୁଆ ଯୁବନେତା ଉଲ୍ଲାସ ଚନ୍ଦ୍ର ବେହେରାଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ବର୍ଗତ ବେହେରାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।ବରିଷ୍ଠ…

ବେଲଗୁଣ୍ଠାରେ ବିଦାୟ ନେଲେ ମାଆ ; ବାଜା ବାଣରେ ଦୁଲୁକିଲା ସହର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦଶହରା ପର୍ବ ଧୂମଧାମରେ ପାଳିତ ହେବା ପରେ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରୁ ବିଭିନ୍ନ ଶୋଭାଯାତ୍ରା ମଧ୍ୟରେ ମାଆ ଦୂର୍ଗା ବିଦାୟ ନେଇଛନ୍ତି I ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗ ପକ୍ଷରୁ ମାଆଙ୍କ ଭସାଣି ମହା ଆଡମ୍ବରରେ ଅନୁଷ୍ଠିତ…