ଦହିଗାଁ ଠାରେ ବିଜୁ ଯୁବ ଜନତା ଦଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଦହିଗାଁ ଠାରେ ବିଜୁ ଯୁବ ଜନତା ଦଳ ର ପଞ୍ଚାୟତ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ବୈଠକରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇ ସୋସିଆଲ ମିଡ଼ିଆ ଉପରେ ରେ ଜଡିତ ରହିବା ପାଇଁ ଯୁବ କର୍ମୀ ଓ ଯୁବ ସମାଜ କୁ ପରାମର୍ଶ…

ବଡ଼ଚଣା ସିହା ପଞ୍ଚାୟତରେ ବିଜେପି ନେତା ଅମର ନାୟକଙ୍କ ଗୃହ ସମ୍ପର୍କ ପଦ ଯାତ୍ରା

ବଡ଼ଚଣା/ପ୍ରଫୁଲ୍ଲ ସାହୁ : ବଡ଼ଚଣା ବିଜେପି ତରଫରୁ ବିଜେପି ନେତା ଶ୍ରୀଯୁକ୍ତ ଅମର ନାୟକ ଙ୍କ ନେତୃତ୍ୱରେ ସିହା ପଞ୍ଚାୟତ ରେ ଗୃହ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି ,ବିଶ୍ୱର ସର୍ବ ବୃହତ ଗଣତାନ୍ତ୍ରିକ ଦଳ ଭାବେ ନିଜର ସ୍ଵତଂତ୍ର ପରିଚୟ ସୃଷ୍ଟି କରିବା ସହ, ଅଦିତ୍ଵ ନେତା ଜସ୍ବସି ପ୍ରଧାନ…

ନୃସିଂହନାଥ ମନ୍ଦିରରୁ ବାହାରିଲା ଏଗାର ଗୋଟି ଅର୍ପଣ ରଥ

https://youtu.be/BOndT6TzmHY ବରଗଡ଼ :- ବିଗତ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର କାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଜଗତର ନାଥ ଜଗନ୍ନାଥ ଙ୍କ ମନ୍ଦିର ପରିସର ତଥା ପାରିପାର୍ଶ୍ବିକ ଉନ୍ନତି ଓ ଭକ୍ତ ତଥା ତୀର୍ଥଯାତ୍ରୀ…

ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ

ପଦ୍ମପୁର :- ପଦ୍ମପୁର ରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଚଭନ କୁନାଲ ମୋତିରାମ ଭା.ପ୍ର.ସେ. (ଆର୍.ଆର୍-୨୦୨୦) ଯୋଗଦାନ କରିଛନ୍ତି l ସେ ଏହା ପୂର୍ବରୁ ବାଲେଶ୍ଵର ରେ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ ତୁଲାଉଥିଲେ l

୧୩ ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଜିଲ୍ଲା ସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଇଟାମାଟିକୁ ହରାଇ କଇଥ ଗାଡିଆ…

ଓଡ଼ଗାଁ,୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବ୍ଲକ ରୋଡ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ୧୩ତମ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ୨ଦିନିଆ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ନୟାଗଡ଼ ଜିଲ୍ଲାର ନୟାଗଡ଼, ଇଟାମାଟି, ଦଶପଲ୍ଲା, ଶରଣକୁଳ, କଇଥ ଗାଡିଆ,…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ 71ତମ ଜନ୍ମଦିବସ

ରାଉରକେଲା, (ବସନ୍ତ କୁମାର ଜେନା): ମହାତ୍ମାଗାନ୍ଧୀ ଜୟନ୍ତୀ କମିଟି ଆନୁକୂଲ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷିଆନ ରାଜନୀତିଜ୍ଞ ଦିଲୀପ ରାୟଙ୍କ ୭୧ତମ ଜନ୍ମ ଦିବସ ସମାରୋହରେ ପାଳିତ ହୋଇଛି। ହୋଟେଲ ସୋଲେସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସଭାପତି ପ୍ରସନ୍ନ କୁମାର…

ଏକଲ ଅଭିଯାନ ଓଡ଼ିଶା: ଖେଳ କୁଦ କାର୍ଯ୍ୟକ୍ରମର ଉଜ୍ଜାପନି ଉତ୍ସବ।

ରାଉରକେଲା, (ବସନ୍ତ କୁମାର ଜେନା): ଏକଲ ଅଭିଯାନ , ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଖେଳ କୁଦ ପ୍ରତିଯୋଗିତାର ଉଜ୍ଜାପନି ଉତ୍ସବ ରାଉରକେଲା, ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଥିଲା। ଏହି ଦୌଡ଼ ପ୍ରତିଯୋଗିତାରେ ୬ ଜଣ , ଲମ୍ବ ଡିଆଁ ପ୍ରତିଯୋଗିତା ରେ ୨ ଜଣ , ଉଚ୍ଚ…

କିଡସ୍ ଗୀ, ଗୁଣପୁର ବାର୍ଷିକ କ୍ରୀଡା ମହୋତ୍ସବ-ଚମ୍ପିଅନ 2023-24 ଉଦ୍ଘାଟିତ

ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉପଖଣ୍ଡ ସ୍ଥିତ କିଡସ୍ ଗୀ - ଏ ନୋବେଲ କନ୍ ସେପ୍ଟ ପ୍ଲେ କମ୍ ପବ୍ଲିକ ସ୍କୁଲ ରେ ବାର୍ଷିକ କ୍ରୀଡା ମହୋତ୍ସବ "ଚମ୍ପିଅନ 2023-24" ଉଦ୍ଘାଟନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଦେବୀ ପ୍ରସାଦ ପାଢୀ,…

ବେଲଗୁଣ୍ଠାରେ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ନଗର ପରିକ୍ରମା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ଆସନ୍ତା ୧୭ ତାରିଖରେ ମହାପ୍ରଭୁଙ୍କ ପରିକ୍ରମା ଲୋକାର୍ପଣ ଶୁଭ କାର୍ଯ୍ୟକ୍ରମ ପାଇଁ ଆଜି ବେଲଗୁଣ୍ଠାରେ ଏନ ଏ ସି ତରଫରୁ ଅର୍ପଣ ରଥ ପରିକ୍ରମା ତିନଟି ୱାର୍ଡରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରିକ୍ଷୀରେ ପରିକ୍ରମା ପ୍ରକଳ୍ପ ଅର୍ପଣ ରଥକୁ ବିଜ୍ଞାପିତ ଅଞ୍ଚଳ…

ସୁନ୍ଦରଗଡ ର କୋଣ ଅନୁକୋଣ ରେ ଶୁଭୁଛି “ଜୟ ଜଗନ୍ନାଥ” ଧ୍ଵନି

ସୁନ୍ଦରଗଡ:-(ବସନ୍ତ କୁମାର ଜେନା)- ଚଳିତ ଜାନୁୟାରୀ ୧୭ରେ ଶ୍ରୀକ୍ଷେତ୍ର ପୁରୀରେ ଲୋକାର୍ପଣ ହେବାକୁ ଯାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥି ନିମନ୍ତେ ସାରା ରାଜ୍ୟରେ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଏବଂ ଉତ୍ସାହ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଜୟ…