ପଦ୍ମପୁର ସାର୍ବଜନୀନ ଦୂର୍ଗା ପୂଜା ଉପହାର ଯୋଜନା ର ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶାରଦୀୟ ଦୁର୍ଗାପୂଜା ଅବସରରେ ଉପହାର ଯୋଜନା ର ଆୟୋଜନ ହୋଇଥିଲା l ଉକ୍ତ ଯୋଜନାର ଭାଗ୍ୟଶାଳୀ ବିଜେତା ମାନଙ୍କୁ ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ପ୍ରଥମ ପୁରସ୍କାର ବଜାଜ ପଲ୍ସର ବିଜେତା ଅଭିଳାଷ ପ୍ରଧାନ, ଦ୍ଵିତୀୟ ପୁରସ୍କାର…