ଓଡ଼ଗାଁ ବ୍ଲକ କଂଗ୍ରେସର ୪ ନମ୍ବର ଜୋନ ସାଙ୍ଗଠନିକ ବୈଠକ ସମ୍ପନ୍ନ
ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କଂଗ୍ରେସ ସଂଗଠନକୁ ବୁଥ୍ ସ୍ତରରୁ ସୁଦୃଢ଼ କରିବା ଏବଂ ଜୋନ ସ୍ତରୀୟ ସାଙ୍ଗଠନିକ ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ୪ ନମ୍ବର ଜିଲ୍ଲାପରିଷଦ ଜୋନର କଂଗ୍ରେସ କର୍ମୀ…