ପଦ୍ମପୁର:- ଟେମରି ନିବାସୀ ହେମନ୍ତ କୁମାର ପୁରୋହିତଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ହେଲା ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପଛରେ ପତ୍ନୀ ଅନୁସୟା, ପୁଅ ସୁବାସ, ସୁରେଶ, ଉମେଶ,ବହୁ ସାବିତ୍ରୀ, ରିଙ୍କି ଝିଅ ଜ୍ୟୋଇଁ ଓ ନାତି ନାତୁଣୀ ଙ୍କୁ ଛାଡି ଚାଲିଯାଇଛନ୍ତି। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ନିକଟସ୍ଥ ନଦୀ କୂଳରେ ତାଙ୍କର ଆନ୍ତେଷ୍ଟି କରାଯାଇଥିବା ବେଳେ ବଡ଼ ପୁଅ ସୁବାସ ମୁଖଗ୍ନି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.